ପୁଣି କଠୋର ହେଲା ନୟାଗଡ଼ ପୌର ପରିଷଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ସହରରେ ବୁଲା ଗାଈଗୋରୁଙ୍କ ଉତ୍ପାତ ଓ ଟ୍ରାଫିକ୍ ସମସ୍ୟାକୁ ନେଇ ଶେଷରେ କଠୋର ହୋଇଛି ନୟାଗଡ଼ ପୌର ପରିଷଦ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ରାତିରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ସହରର ବିଭିନ୍ନ ସ୍ଥାନରୁ ୨୦ଟି ବୁଲା ଗାଈଗୋରୁଙ୍କୁ ଧରି ମିନି ଟ୍ରକ୍ ଯୋଗେ ଖଣ୍ଡପଡ଼ାସ୍ଥିତ ଗୋଶାଳାକୁ ପଠାଯାଇଛି।ଶନିବାର...