ନାୟିକାର ନାଁ ଲୁସି

ଓଡ଼ିଆ ନାଟ୍ୟ ସାହିତ୍ୟରେ ଚର୍ଚ୍ଚିତ ନାଟ୍ୟକାର ଅଧ୍ୟାପକ ରାମଚନ୍ଦ୍ର ମିଶ୍ର ୧୯୭୦ ଦଶକରୁ ନାଟକ ରଚନା କ୍ଷେତ୍ରରେ ନିଜକୁ ନିମଗ୍ନ ରଖି ଓଡ଼ିଆ ନାଟ୍ୟ
ସାହିତ୍ୟକୁ କରିଛନ୍ତି ଋଦ୍ଧିମନ୍ତ । ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ମିଶ୍ରଙ୍କ ନାଟକଗୁଡ଼ିକ ନାଟ୍ୟଧର୍ମୀ, ନାଟ୍ୟପ୍ରେମୀ ଓ ସମାଲୋଚକଙ୍କଦ୍ୱାରା
ବେଶ୍ ଆଦୃତି ଲାଭ କରିାରିଛି । ଶୈଳୀ, ପାତ୍ରଚୟନ, ସଂଳାପ ଓ କାହାଣୀ ଦୃଷ୍ଟିରୁ ନାଟ୍ୟକାର ମିଶ୍ରଙ୍କ ସମସ୍ତ ନାଟକ ସ୍ୱତନ୍ତ୍ରତା ଦାବି କରନ୍ତି ।
‘ନାୟିକାର ନାଁ ଲୁସି’ ନାଟକଟି ସମସ୍ତଙ୍କୁ ଛୁଇଁବ ନିଶ୍ଚିତ ।
ଦର୍ପଣ ପବ୍ଲିକେଶନ

Related posts