ମୋଟର ସାଇକେଲ ନିରାପତ୍ତା ଟିପ୍ସ

ମୋଟରସାଇକେଲ ନିରାପତ୍ତା ଟିପ୍ସବାଇକ୍ ଚଳାଇବା ସମୟରେ ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଏପରି କ୍ଷେତ୍ରରେ ଆପଣ ନିଜ ସୁରକ୍ଷା ପାଇଁ କିଛି ଟିପ୍ସ ଆପଣାନ୍ତୁ ଏହା ଆପଣକୁ ସାହାର୍ଯ୍ୟ କରିବ ।୧- ସର୍ବଦା ସାଟିଫାଏଡ୍ ହେଲ୍‌ମେଟ୍ ପିନ୍ଧନ୍ତୁ । ହେଲ୍‌ମେଟ୍ କିଣିଲା ବେଳେ ଏହା ମନେ ରଖନ୍ତୁ ଯେ ଏହା ଭଲ ମ୍ୟାଟେରିଆଲରେ ତିଆରି ହୋଇଥିବ ଏବଂ ମୁଣ୍ଡକୁ ଫିଟ୍ ହେଉଥିବା ନିହାତି ଜରୁରୀ ।୨- ଦୁଇଟି ଯାକ ବ୍ରେକ୍ ର ବ୍ୟବହାର ଶିଖନ୍ତୁ । ଯେପରି ଆପଣ ଠିକ୍ ଭାବେ ଉଭୟ ବ୍ରେକ୍ ବ୍ୟବହାର କରି ଗାଡିକୁ ଅଟକାଇପାରିବେ ।୩-ଗାଡିର ବେଗ ଉପରେ ଧ୍ୟାନ ଦିଅନ୍ତୁ । ସଡକର ନିୟମକୁ ଦୃଷ୍ଟିରେ ରଖି ଗାଡିର ବେଗକୁ ସେହି ଅନୁସାରେ ସୀମିତ ରଖନ୍ତୁ ।୪-ସଡକରେ ବାଇକ…

Read More

ଆଉ ୧୨ନୁହେଁ, ଏଥର ସକାଳ ୭ରୁ ଦିବା ୧୧ ଘଟିକା

ନୟାଗଡ଼: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଥିଲେ ୧୪ ଦିନିଆ ଲକ୍‌ଡାଉନ୍‌ । ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇନାହିଁ କଟକଣା। ଯାହାକୁ ନଜରରରେ ରଖି ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ରାଜ୍ୟରେ ଜୁନ୍‌ ୧ ଯାଏଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟ ଶାସନ ସଚିବ। ଜୁନ୍‌ ୧ ସକାଳ ୫ଟା ଯାଏ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍। ନୂଆ ଗାଇଡଲାଇନ୍‌ ଅନୁଯାୟୀ , ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ…

Read More

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?ଗାଁ ମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢ।।ଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେ ଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡା ପବନ ନିଦମାଉସୀକୁ ଡାକିଆଣେ । ଯିବା ଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି । ମଫସଲଲୋକଙ୍କର ଗାଁ ଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ । ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲ ଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ”…

Read More

ନିହାତି ଜାଣିବା କଥା, ପଢନ୍ତୁ ଥରେ

ଆସନ୍ତୁ ଜାଣିବା୧. ପେସ୍ତାବାଦାମକୁ ସହଜରେ ଚୋପାଛଡାଇବା ପାଇଁ ତା’କୁ ୧୫-୨୦ ମିନିଟ୍ ଗରମ ପାଣିରେ ରଖନ୍ତୁ । ତା ପରେ ତାକୁ ଆେସ୍ତେ ଆସ୍ତେ କରି ଦଳିଦେଲେ ଚୋପା ବାହାରିଯିବ ।୨. କୌଣସି ଖାଦ୍ୟ ରାନ୍ଧିବାବେଳେ ପୋଡିଗଲେ ପୋଡାଗନ୍ଧ ନ ରହିବାପାଇଁ ସେଥିରେ ପ୍ରଥମେ କଟା ପିଆଜ ରଖନ୍ତୁ, ତା ପରେ ସେଥିରେ ଗରମ ପାଣି ପୁରାନ୍ତୁ । ଦଶ ପନ୍ଦର ମିନିଟପରେ ତାକୁ ନିୟମିତ ଶୈଳୀରେ ସଫାକରନ୍ତୁ ।୩ . କଟା ହୋଇଥିବା ସେଓକୁ ସାଙ୍ଗେସାଙ୍ଗେ ନ ଖାଇ ରଖିଦେଲେ ସେଥିରେ ଗୋଟେ ରଙ୍ଗ ପଡିଯାଏ ।ସେଥିପାଇଁ କଟା ଅଂଶରେ ଲେମ୍ବୁରସ ଲଗେଇ ଦିଅନ୍ତୁ, ସେଓ ବେଶ୍ କିଛି ଘଣ୍ଟା ପର୍ଯ୍ୟନ୍ତ ଭଲରହିବ ।୪ . ଡବା ଭିତରେ ତଳେ ବ୍ଳଟିଂ ପେପର୍ ରଖି ତା’ ଉପରେ ବିସ୍କୁଟ୍ ରଖିଲେ, ବିସ୍କୁଟ ଅନେକ ଦିନ ପର୍ଯ୍ୟନ୍ତ…

Read More

ଆପଣଙ୍କ ଶରୀରରେ ଠିକ ଭାବେ କାମ କରୁଛି କି ନାଇଁ କରୋନା ଟିକା: ଲକ୍ଷଣରୁ ଜାଣନ୍ତୁ

କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ଟିକା। ମାତ୍ର କିଛି ଲୋକ ଏହାର ସାଇଡ୍ ଇଫେକ୍ଟ ଯୋଗୁ ଭୟ କରୁଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭ୍ୟାକ୍ସିନର ସାଇଡ୍ ଇଫେକ୍ଟକୁ ଡରିବାର ଆବଶ୍ୟକତା ନାହିଁ। ଏହି ସବୁ ସାଇଡ୍ ଇଫେକ୍ଟ ହିଁ ସୂଚନା ଦିଏ ଯେ ଟିକା ଆପଣଙ୍କ ଶରୀରରେ କାମ ଦେଉଛି। କିଛି ଲୋକଙ୍କ ଶରୀରରେ ଟିକା ନେବା ପରେ ଜ୍ୱର, ଥଣ୍ଡା, ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ପ୍ରକାଶ ପାଉଛି। ଏହାର ଅର୍ଥ ହେଉଛି ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଖୁବ୍ ଦ୍ରୁତ ଗତିରେ କାମ କରୁଛି। ଯାହା କି ଏକ ଭଲ ଲକ୍ଷଣ ବୋଲି ଆମେରିକାର ମହାମାରୀ ଏକ୍ସପର୍ଟ କହିଛନ୍ତି। କିଛି ଲୋକଙ୍କ ଶରୀରରେ ପ୍ରଥମ ଡୋଜ୍ ପରେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ଆଉ କିଛିଙ୍କ ଠାରେ ଦ୍ଵିତୀୟ…

Read More

ନୟାଗଡ଼ ଇତିହାସ

ପୂର୍ବତନ ନୟାଗଡ଼ ଦେଶୀୟ ରାଜ୍ୟ ଓଡ଼ିଶା ଗଡ଼ଜାତ ମଧ୍ୟରେ ଅନ୍ତର୍ଭୁକ୍ତ ।ଭାରତ ଇଂରେଜମାନଙ୍କର ଅଧିନ ହେବା ପରେ ଏହି ରାଜ୍ୟ ପୁରୀ ଜିଲ୍ଲାର ଏକ ଅଂଶ ରହିଥିଲା । ବର୍ତ୍ତମାନ ଏହା ନୟାଗଡ଼ ଜିଲ୍ଲାର ଅଂଶ ଅଟେ । ନୟାଗଡ଼ ରାଜ୍ୟ ସ୍ଥାପନ ପୂର୍ବର ରାଜନୈତିକ ପରିସ୍ଥିତି ନୟାଗଡ଼ ରାଜ୍ୟ ରେବା ରାଜବଂଶର ସୂର୍ଯ୍ୟମଣିଙ୍କ ଦ୍ୱାରା ତ୍ରୟୋଦଶ ଶତାବ୍ଦୀରେ ସ୍ଥାପିତ ହେବା ପୂର୍ବରୁ ଏହି ଅଞ୍ଚଳ ମୂଖ୍ୟତଃ ବାଙ୍କୀ, ରଣପୁର, ବୌଦ୍ଧ, ଘୁମୁସର ରାଜ୍ୟର ଅଂଶ ଥିଲା । ଅଧିକ ଭାଗ ରଣପୁର ରାଜ୍ୟ ଅଧିନରେ ରହିଥିଲା । ଏହା ବ୍ୟତୀତ ଇଟାମାଟି ଠାରୁ ଦିଘିରି ଅଞ୍ଚଳ ଯାଏଁ ଓଡ଼ିଶା ରାଜାଙ୍କର ଅଧିନସ୍ଥ ରହିଥିଲା । ମହିପୂର, ବାହାଡ଼ାଝୋଲା, ନୂଆଗାଁ ଇତ୍ୟାଦି ମାଳ ଅଞ୍ଚଳରେ ସ୍ଥାନୀୟ ଦଳପତି ବା ଗଡ଼ତିଆମାନେ ଶାସନ କରୁଥିଲେ । ସେମାନଙ୍କ ଉପରେ…

Read More

ନୟାଗଡ଼ର ଭୌଗଳିକସ୍ଥିତି

ନୟାଗଡ଼ ସହର ଏକଦା ନୟାଗଡ଼ ଗଡ଼ଜାତ ରାଜ୍ୟର ରାଜଧାନୀ ରହିଥିଲା । ଏହି ରାଜ୍ୟ ୧୯ଂ-୫୩’ ଓ ୨୦ଂ-୨୦’ଉତ୍ତର ଅକ୍ଷାଂଶ ଓ ୮୪ଂ-୪୮’ ଓ ୮୫ଂ-୧୫’ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ନୟାଗଡ଼ ରାଜ୍ୟର ଉତ୍ତର ପଶ୍ଚିମ ଅଞ୍ଚଳରେ ସାପୁଆ – ମୁଣ୍ଡା ଓ ହାତିମୁଣ୍ଡା ପର୍ବତମାଳା ଅବସ୍ଥିତ । ପଶ୍ଚିମ ଭାଗରେ ଶୂଳିଆ ପର୍ବତ ବହୁ ଅଞ୍ଚଳ ବ୍ୟାପି ରହିଅଛି । ପୂର୍ବ ଅଞ୍ଚଳରେ ଶୁକରମଲ୍ଲ ପର୍ବତ ବିଦ୍ୟମାନ । ନୟାଗଡ଼ ସହର ସମୁଦ୍ର କୂଳରୁ ପ୍ରାୟ ୪୫ ମାଇଲ ଦୂରରେ ଅବସ୍ଥିତ । ମାତ୍ର ପ୍ରାଚୀର ସଦୃଶ ପର୍ବତମାଳା ରହି ସାମୁଦ୍ରିକ ବାୟୁ ପ୍ରଭାବରେ ବାଧା ଦେଉଛି । ନୟାଗଡ଼ ରାଜ୍ୟର ଉଚ୍ଚତମ ପର୍ବତ ଶୁଳିଆର ଶିଖର ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ରହିଅଛି । ଶୁକରମଲ୍ଲ ପର୍ବତର ଶିଖର ୧୪୩୨ ଫୁଟ…

Read More

ଘିକୁଆଁରୀର ଉପକାରିତା, ନିଶ୍ଚୟ ପଢନ୍ତୁ

ଆମ ଦେଶରେ ଘିକୁଆଁରୀର ବିଭିନ୍ନ ନାମ: ହିନ୍ଦୀ- କୁଜା, ସେବତୀ, ବଙ୍ଗଳା- ଗୋଲାପ, ସଂସ୍କୃତ – ଚାରୁକେଶର, ବୃତ୍ତ, ପୁଷ୍ପ, ତେଲୁଗୁ- ମେଣ୍ଡିଚେଟ୍ଟୁ ।ପ୍ରକୃତି ଆମକୁ ସମସ୍ତ ପ୍ରକାର ରୋଗର ନିରାକରଣ ନିମନ୍ତେ ଯୋଉ ବୃକ୍ଷଲତାଗୁଡିକ ଦେଇଛି ସେଥିମଧ୍ୟରୁ ଘିକୁଆଁରୀ ଅନ୍ୟତମ । ଏହି ଗଛ ଭାରତର ପ୍ରାୟତଃ ସବୁଠାରେ ଦେଖିବାକୁ ମିଳିଥାଏ । ଏହା ଏକ ମାଂସଳ ପତ୍ରବିଶିଷ୍ଟ ଗୁଳ୍ମ । ପତ୍ରଗୁଡିକ ଲମ୍ବ ଏବଂ ପତ୍ରଟି ମାଂସଳ ହୋଇଥରବାରୁ ତା’ଭିତରେ ଲାଲୁଆ ରସ ରହିଥାଏ । ଏହି ରସ ରୋଗ ନିରାକରଣରେ ସାହାର୍ଯ୍ୟ କରେ ଏହି ଗଛକୁ ଉଭିଦ ବିଜ୍ଞାନୀମାନେ “ଆଲୋଛୟୁରା” କହିଥାନ୍ତି । ସଂସ୍କୃତରେ ଘିକୁଆଁରୀକୁ ଘୃତକୁମାରୀ, ତରୁଣୀ, ସହା, ଗୃହକନ୍ୟା ବୋଲି କହନ୍ତି । ଏହା ପ୍ରଧାନତଃ ଆଫ୍ରିକା, ଭାରତ ଓ ଆରବରେ ଦେଖାଯାଇଥାଏ ।ଘିକୁଆଁରୀ ରସ ମଧୁର, ତିକ୍ତ ମଦଗନ୍ଧ…

Read More

ସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ମୂଲ୍ୟବାନ

ସାପ କାମୁଡ଼ିବାର ପ୍ରଥମ ଦୁଇଘଣ୍ଟା ଆମ ପାଇଁ ସୁବର୍ଣ୍ଣ ସମୟ । ସର୍ପାଘାତର ଦୁଇ ଘଣ୍ଟାପରେ ବିଷ ଶରୀର ନର୍ଭ ଟିସୁ ଓ ମସଲ ଟିସୁରେ ମିଶି ଯାଇଥାଏ । ବିଷ ନର୍ଭ ଟିସୁ ଓ ମସଲ ଟିସୁରେ ମିଶିଯିବା ପରେ ସାପ ବିଷକୁ ନଷ୍ଟ କରିବାକୁ ଉଦ୍ଦିଷ୍ଟ ମେଡିସିନ୍ ଆଉ କାମ କରିନଥାଏ । ତେଣୁ ସାପ କାମୁଡ଼ିବାର ଦୁଇ ଘଣ୍ଟା ଭିତରେ ଡାକ୍ତରଖାନାକୁ ଆଣିପାରିଲେ ରୋଗୀ ବଞ୍ଚିବା ସମ୍ଭବ । ମାତ୍ର ଲୋକ ଝଡ଼ାଫୁଙ୍କାକୁ ବିଶ୍ୱାସ କରି ସୁବର୍ଣ୍ଣ ସମୟକୁ ଗୁଣିଆ ପାଖରେ ନଷ୍ଟ କରିଦେଉଛନ୍ତି । ଯେତେବେଳେ ଗୁଣିଆ ହାତଟେକି ଦେଉଛି, ସେତେବେଳେ ଡାକ୍ତରଖାନାକୁ ଆଣୁଛନ୍ତି । ସେତେବେଳେ ରୋଗୀକୁ ବଞ୍ଚାଇବାର ସମସ୍ତ ରାସ୍ତା ବନ୍ଦ ହୋଇଯାଇଥାଏ । ତେଣୁ ସାପ କାମୁଡ଼ିବା କ୍ଷଣି ଡାକ୍ତରଖାନାରେ ରୋଗୀକୁ ଭର୍ତ୍ତି କରିବା ଜରୁରୀ ।…

Read More

ସୁଷମ ଖାଦ୍ୟ ମଣିଷର ଜୀବନ ବଦଳାଇପାରେ

ସକାଳ ୫ଟା ପୂର୍ବରୁ ଉଠନ୍ତୁ । ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ (ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି ଖାନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖାନ୍ତୁ) । ସକାଳ ଜଳଖିଆ ୮୦ ପରସେଣ୍ଟ ପେଟ ଭରି ଖାନ୍ତୁ । ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି ଖାନ୍ତୁ । ରାତ୍ରୀ ଭୋଜନରେ ଅଧା ପେଟ ଖାନ୍ତୁ । ସକାଳେ, ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣିପିଅନ୍ତୁ । ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ । ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ । ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ରାତିରେ ଶୋଇବା ସମୟରେ ପ୍ରଥମେ…

Read More