ଦଶପଲ୍ଲା: ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନି ଗୋଟି ଗ୍ରାମବାସୀକଂର କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁସାରେ ଗତ ୨୦୧୫ ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଦଶପଲ୍ଲା ରେଞ୍ଜ ବାଣୀଗୋଛା ବନାଞ୍ଚଳ ଅଧିନରେ ଥିବା ବ୍ରାହ୍ମଣୀଦେଇ ଓ ରୁଗୁମା ପାହାଡ଼କୁ ବାଣୀବିରି ଓ ଜାନୀପଦର ଦୁଇଗ୍ରାମ ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଦୀର୍ଘ ଦିନ ହେବ ସୁରକ୍ଷା ଦେଇଆସୁଛନ୍ତି। ଆଜି ସକାଳୁ ଗୁରୁହା ଗ୍ରାମର ଏକାଧିକ ମହିଳା ଓ ପୁରୁଷ ଉକ୍ତ ଜଙ୍ଗଲକୁ ଟାଙ୍ଗିଆ କଟୁରି ସାଙ୍ଗରେ ନେଇ ପସିଥିଲେ। ତିନି ଗୋଟି ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲକୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖାଦେଇଥିଲା। ପୁଣିଥରେ ୨୦୧୬ ମସିହାରେ ଗ୍ରାମ୍ୟଜଙ୍ଗଲ…
Read MoreBlog
ବିଶିଷ୍ଟ ସମାଜସେବୀ ଶଶୀଭୂଷଣ ଆଚାରୀଙ୍କ ହୃଦଘାତରେ ପରଲୋକ
ଓଡ଼ଗାଁ: ଓଡ଼ଗାଁ ଅଞ୍ଚଳର ଉତ୍ସର୍ଗୀକୃତ ସମାଜସେବୀ ଶ୍ରୀଯୁକ୍ତ ଶଶୀଭୂଷଣ ଆଚାରୀଙ୍କ ପରଲୋକ। ଆର୍ଯ୍ୟ ଦୀକ୍ଷାରେ ଦୀକ୍ଷିତ ଏହି ମହାମାନବ ପଥରା ଠାରେ ଏକ ବୃଦ୍ଧାଶ୍ରମ ନିର୍ମାଣ କରିଛନ୍ତି। ତାଙ୍କର ମୃତ୍ୟୁରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଶ୍ରୀଯୁକ୍ତ ଆଚାରୀ ବିଗତ ଦିନରେ ନିଜର ଅଙ୍ଗଦାନ କରିବା ପାଇଁ ଚୁକ୍ତିବଦ୍ଧ ହୋଇ ନିଜ ପରୋପକାରୀ ପଣିଆର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ସେ ଏକାଧାରରେ ସମାଜ ସଂସ୍କାରକ, ସାମାଜିକ କର୍ମୀ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଖୁବ ଜଣାଶୁଣା ଥିଲେ। ବିଭିନ୍ନ ଗଠନମୂଳକ ସ୍ବେଛାସେବୀ କାର୍ଯ୍ୟରେ ନିଜକୁ ସଂଶ୍ଲିଷ୍ଟ କରି ସେ ଯେଉଁ ପଦଚିହ୍ନ ଛାଡି ଯାଇଛନ୍ତି ଜନମାନସରେ ସେ ସଦାସର୍ବଦା ଚିର ଅମର ହୋଇ ରହିବେ। ଏହି ଦୁଃସମୟରେ ଭଗବାନ ତାଙ୍କ ପରିବାର ଲୋକଙ୍କୁ ଅମାପ ଧୌର୍ଯ୍ୟ ଓ ସହନଶୀଳତା…
Read Moreପି.ଟି.ଏସ୍ ଛକକୁ ଗୋଲେଇ ଛକ କରିବାକୁ ଦାବୀ
ନୟାଗଡ଼: ନୟାଗଡ଼ର ପିଟିଏସ୍ ଛକକୁ ଗୋଲେଇଛକରେ ପରିଣତ କରିବାକୁ ଟାଉନ ପ୍ଳାନିଙ୍ଗ ବା ମୁନିସପାଲିଟି କର୍ତ୍ତୃପକ୍ଷ ଧ୍ୟାନ ନ ନେବା ବିଡ଼ମ୍ବନାର ବିଷୟ ପାଲଟିଛି । ଜନ ସାଧାରଣଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଛକକୁ ଗୋଲେଇ ଛକରେ ପରିଣତ କରିବାକୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ପ୍ରଶାସନ ଧ୍ୟାନ ନଦେବା ବିଡମ୍ବନାର ବିଷୟ ପାଲଟିଛି। ବର୍ତ୍ତମାନ ନୟାଗଡ଼ର ପିଟିଏସ୍ ଛକ ଏକ ବ୍ୟସ୍ତ ବହୁଳ ଛକ । ଡିଆରଡିଏ ରୋଡ଼ର ଦୁଇ ପାଶ୍ୱର୍ରେ ଗଢ଼ିଉଠିଲାଣି ଅନେକ ସରକାରୀ ଅଫିସ୍ । ତା ସାଙ୍ଗକୁ ଅନେକ ସ୍କୁଲ, ପିଟିଏସ, ତିନି ତିନିଟା ଆବାସିକ ମହାବିଦ୍ୟାଳୟ ସହିତ ବିଭିନ୍ନ କୋଚିଙ୍ଗ୍ ସେଣ୍ଟର ମଧ୍ୟ ଅବସ୍ଥିତ । ନିକଟସ୍ଥ ଅନେକ ଗାଁ’ର ଲୋକମାନେ ମଧ୍ୟ ଏହି ବାଟଦେଇ ଯିବା ଆସିବା କରିଥାନ୍ତି । ରାସ୍ତାଟି କିଛି ମାତ୍ରାରେ…
Read Moreସ୍ୱାସ୍ଥ୍ୟ ପାଇଁ ତରଭୁଜ
ସ୍ୱାସ୍ଥ୍ୟ ପାଇଁ ତରଭୁଜତରଭୁଜ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ । ତରଭୁଜରେ ଥିବା ‘ଭିଟାମିନ୍ ଏ’ ଏବଂ ‘ଭିଟାମିନ୍ ସି’ ତ୍ୱଚା ପାଇଁ ଲାଭଦାୟକ ହେବା ସହ ରୋଗପ୍ରତିରୋଧକ ଶକ୍ତି ବି ବଢ଼ାଇଥାଏ । ବ୍ରଣ ଓ ମୁହଁରେ ଉଜ୍ଜ୍ୱଳତା ବୃଦ୍ଧି କରିବା ପାଇଁ ତରଭୁଜ ରସ ସହିତ ଗୋଟିଏ ପାଚିଲା କଦଳୀକୁ ଚକଟି ପେଷ୍ଟ କରି ମୁହଁରେ ଲଗାଇଲେ ମଧ୍ୟ ଏହା ମୁହଁକୁ ଉଜ୍ଜ୍ୱଳ ରଖବା ସହିତ ବ୍ରଣଭଲ କରିବାରେ ସାହାଯ୍ୟ କରିଥାଏ । ଘରେ କଦଳୀ ନଥିଲେ ତରଭୁଜ ରସ ସହିତ ଅଧା ଚାମଚ ମହୁ ମିଶାଇ ମୁହଁରେ ଲଗାଇ ପରେ ଉଷୁମ ପାଣିରେ ଧୋଇ ଦେଲେ ମଧ୍ୟ ତ୍ୱଚା ନରମ ରହିବା ସହିତ ଉଜ୍ଜ୍ୱଳ ଦେଖାଯିବ ।
Read Moreଅଭିନ୍ନ ପରିଚୟ
ପ୍ରିୟଦର୍ଶୀ ଚନ୍ଦନ (ଦୀପୁ) ମଣିଷ ଜୀବନଅସମ୍ପୂର୍ଣ୍ଣ ପାଂଡୁଲିପିଟିଏତା’ପରେ ସବୁବେଳେ ପ୍ରଶବାଚୀବ୍ୟର୍ଥ ଯାହା ଗତି ଅନୁମେୟଛାତିତଳେ ବା ମଶାଣି କବରଛାତିତଳେ ମସଜିଦ ମନ୍ଦିରପୋତେ ସେ, ପୋଡ଼େ ସେପାପ ମଥାତଳରଯନ୍ତ୍ରଣା ବିସ୍ମୃତି ସବୁ ଛାତିତଳରଆଲ୍ଲା ଆଲ୍ଲା କରେ ହାଲ୍ଲାଦୁର୍ବଳ ମୁହୂର୍ତରେଈଶ୍ୱର ପରମେଶ୍ୱର ବୋଲି ଉଚ୍ଚାରେପୁଣ୍ୟର ଆଶାରେନିଚ୍ଛକ ସତଟିଏ କିନ୍ତୁମୋତେ ବିଶ୍ୱାସ କରଏ ମଣିଷର ନିର୍ଭୁଲ ସଂଜ୍ଞାଟିଏ “ସ୍ୱାର୍ଥପର”ଅଭିନୟ ପେଷା ତା’ରସ୍ନେହ ପ୍ରେମ ତା ଅଚଳନ୍ତି ମୁଦ୍ରାଛାତି ତା’ କଙ୍କ୍ରିଟ ଚଟ୍ଟାଣସ୍ୱର୍ଶଶୂନ୍ୟ ସ୍ପନ୍ଦନହୀନଦୁନିଆର ଡ୍ରଇଂ ରୁମ୍ରେକିନ୍ତୁ କାକଟସ ଣ୍ଠଉଁ ସୁନ୍ଦର ।ା ଅକଲାଣ୍ଡ, ନିଉଜ୍ଲାଣ୍ଡ
Read Moreଲକଡାଉନ 2.0
ଚାଂହିଥା ଆକାଶକୁହେଲେ ଦେଖିବନି ଇନ୍ଦ୍ରଧନୁସାତରଙ୍ଗ ଏଵେ ସଟଡାଉନ କବ୍ଜାରେକାହାର କାଶ, ଥଣ୍ଡାକାହାର ଜ୍ଵରକାହାର ଛାତି ଯନ୍ତ୍ରଣାରେ l ପାଠପଢା ସବୁ ଚୁଲିକୁ ଯାଉବଂଚିଥିଲେ ପଢିବ ଢେରସମସ୍ତେ ନୂଆ କଥା ଶୁଣନୂଆ କଥା ଦେଖପ୍ରଥମେ ବିକାଗଲା ମାଟିତାପରେ ପାଣିଏଵେ ପବନ କିଣାବିକା ଢେର ଉଚ୍ଚାରେଶିକ୍ଷିତ ମଣିଷ ଏଵେଗଛ କଟାକୁ ପବନ ବିକାରେ l ଅଟୋ ଷ୍ଟାଣ୍ଡରେ ଅଟୋ ନମ୍ବର ପରିଶବ ଏଵେ ଚିତା ଅପେକ୍ଷାରେଶାଗ କଡେଇଟା ତରଳି ଯାଉଛିତତଲା ଲୁହରେ l ଗାଁ ପାଲଟିଛି ଏଵେ ଶବବୋହୂ ଚୋରି, ଖପରକାତି ସବୁ ଖେଳ ଏଵେ ବନ୍ଦଚଷା ପୁଅ ବସିଚି ଶଗଡ଼ ଗୁଳାରେ l ଛୋଟ ପଡିଗଲା ମହାଭାରତର ଯୁଦ୍ଧକିଏ ହସୁଥିଲା ତ, କିଏ କାନ୍ଦୁଥିଲାକରୋନା ମହାମାରୀଙ୍କୁ ଦିଅ ଡକାୟତ ତାଲିକାର ଶୀର୍ଷ ସ୍ଥାନସଭିଙ୍କୁ କନ୍ଦାଇ ଏକା ହସୁଥିଲା l ନୟାଗଡ, ମୋ- ୭୯୭୮୫୮୮୧୭୭
Read Moreଜିଲ୍ଲାପାଳଙ୍କ କୋଭିଡ୍ ପରିସ୍ଥିତି ସମୀକ୍ଷା
ନୟାଗଡ଼: ଜିଲ୍ଲାପାଳ ଡା. ପୋମା ଟୁଡୁ ନୟାଗଡ଼ ଜିଲ୍ଲାର କୋଭିଡ୍ ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଡା. ଟୁଡୁ ଚାନ୍ଦପୁର ଓ ଖଣ୍ଡପଡ଼ା ଠାରେ ଥିବା କୋଭିଡ୍ ହସିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହିତ ମୋବାଇଲ ମାଧ୍ୟମରେ ସିଧାସଳଖ କଥାବାର୍ତା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂର୍କରେ ପଚାରି ବୁଝିଥିଲେ । ଏହା ସହିତ ତାଙ୍କ ପରିବାରବର୍ଗଙ୍କ ସହିତ ଫୋନଯୋଗେ କଥାବାର୍ତା ହେବା ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲାପାଳଙ୍କ ସହିତ ବନଖଣ୍ଡ ଅଧିକାରୀ ଏଚ. ଡି. ଧନରାଜ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ମଧ୍ୟ ରୋଗୀମାନଙ୍କ ସହିତ କଥାବାର୍ତା କରିଥିଲେ । ପ୍ରତି ସପ୍ତାହ ଅପରାହ୍ନ ୫ଘଟିକା ସମୟରେ ସମସ୍ତ ମେଡିକାଲ ଅଫିସର, ଷ୍ଟାଫ୍ ଏବଂ କଂଟ୍ରୋଳ ରୁମର…
Read Moreନୟାଗଡ଼ ଏକ କ୍ଷୁଦ୍ର ଆଲୋକପାତ
ସାନ୍ତନୁ ବିଶୋଇ ଅଜା ଡାକୁଥିଲେ କୁନାକୁ ସଧିରେବୁଲିବାକୁ ଛୁଟି ଦିନେ,ଅବକାଶ ଦେଖି କୁନା ବି କହିଲାବୁଲି ଯିବାପରା ପଡୁନିକି ତମ ମନେ ??ଅଜା ବାହାରିଲେ ବୁଲିଯିବା ପାଇଁକୁନାକୁ ସାଥିରେ ନେଇ,ପହଁଚିଲେ ଯାଇ ଓଡ଼ଗାଁ ଠାରେରଘୁନାଥ ଦେଖା ପାଇଁ ।ବୁଲିଲେ ମନ୍ଦିର ଭକ୍ତି ଭାବ ନେଇସାଗର ପୋଖରୀ ଗଲେରାମସାଗରର ଉଦ୍ୟାନକୁ ଦେଖିଉଭୟେ ପ୍ରୀତ ହୋଇଲେ ।ତରତର ହୋଇ ଶରଣକୁଳକୁଯିବାକୁ ହେଲେ ତତ୍ପର,ଲଡୁବାବାଙ୍କ ସେ କରିବେ ଦର୍ଶନସୁପ୍ରସିଦ୍ଧ ଶୈବ କ୍ଷେତ୍ରା ।ସଦାନନ୍ଦ ବ୍ରହ୍ମା ଜନମ ମାଟି ସେଭିକାରୀ ପଡା ତା’ ନାଁସେଇ ବାଟ ଦେଇ ରଣପୁର ଯିବେଦେଖିବାକୁ କିଛି ନୂଆଁ । ।ପାହାଡ ଉପରେ ମଣିନାଗ ଉଭାସୁନ୍ଦର ମନ୍ଦିର ଅଛିବୀର ସହିଦ ସେ ରଘୁ ଦିବାକରେଏଇ ମାଟି ପ୍ରସବିଛି । ।ଆସୁ କବି ସିଏ ଉତ୍କଳର ଘଣ୍ଟଯଦୁମଣି ମହାପାତ୍ର,ଇଟାମାଟି ଘର ଅଟଇ ତାଙ୍କରମନେ ମନେ ତାଙ୍କୁ ସ୍ମର । ।ଦକ୍ଷିଣକାଳୀ…
Read Moreଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?
ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?ଗାଁ ମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢ।।ଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେ ଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡା ପବନ ନିଦମାଉସୀକୁ ଡାକିଆଣେ । ଯିବା ଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି । ମଫସଲଲୋକଙ୍କର ଗାଁ ଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ । ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲ ଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ”…
Read Moreନୟାଗଡ଼ ଅତୀତ ନାଟ୍ୟ ପରମ୍ପରା
ଗୋଦାବରୀଶ ମିଶ୍ରସୃଷ୍ଟିର ପ୍ରାରମ୍ଭରୁ ମାନବ ଖୋଜିଚାଲିଛି ଆବେଗିକ ଭାବରେ ଜୀବନକୁ, ପ୍ରକୃତିକୁ ଆଉ ସ୍ଥାବର ଜଙ୍ଗମକୁ । ଖୋଜିବାର ଅନ୍ତ ନାହିଁ । ସତରେ କଳ୍ପନା କରିହେବ ନାହିଁ ପିପାସିତ ପ୍ରାଣର ଅନ୍ତର୍ବେଦନାକୁ । ବେଦନା ଅବ୍ୟକ୍ତ, ଅନନ୍ତ । ବାଟ ଚାଲୁଚାଲୁ ଗୀତ ଗାଇଥିବ । ହସିଥିବ, ନାଚିଥିବ, ଝୁଣ୍ଟିଥିବ, ଉଠିଥିବ । ଦେହରୁ ଧୂଲିଝାଡ଼ି ହେଇଥିବ, ମାଟି କାଦୁଆ, ବିଭିନ୍ନ ରଙ୍ଗେବେରଙ୍କୁ ଦେଖି ସେ ଚକିତ ହୋଇଥିବ । ସମୟ କ୍ରମେ ମନର କଥାକୁ ବ୍ୟକ୍ତ କରିବାକୁ ମାଧ୍ୟମ ଖୋଜିଥିବ । କାରଣ ଏତେକଥା କୁହାଗଲାପରେ ମଧ୍ୟ ଲେଖାଚାଲିଛି ଅଜାଚିତ ଭାବରେ । ଏବେ ମଧ୍ୟ ଖୋଜାଚାଲିଛି ଜୀବନକୁ… ଏହାର ସଂଜ୍ଞାକୁ । ସହଜରେ ଅନୁମେୟ କରିହୁଏ ଏସବୁର ଇତିବୃତ୍ତିକୁ । ଆଉ ଏହାର ମଧୁମୟ ପରଂପରାକୁ । ଖୁସିରେ ଜୀବନ କାଟିବା ଏକ…
Read More