ସ୍ୱାସ୍ଥ୍ୟ ପାଇଁ ତରଭୁଜ

ସ୍ୱାସ୍ଥ୍ୟ ପାଇଁ ତରଭୁଜ
ତରଭୁଜ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ । ତରଭୁଜରେ ଥିବା ‘ଭିଟାମିନ୍ ଏ’ ଏବଂ ‘ଭିଟାମିନ୍ ସି’ ତ୍ୱଚା ପାଇଁ ଲାଭଦାୟକ ହେବା ସହ ରୋଗପ୍ରତିରୋଧକ ଶକ୍ତି ବି ବଢ଼ାଇଥାଏ । ବ୍ରଣ ଓ ମୁହଁରେ ଉଜ୍ଜ୍ୱଳତା ବୃଦ୍ଧି କରିବା ପାଇଁ ତରଭୁଜ ରସ ସହିତ ଗୋଟିଏ ପାଚିଲା କଦଳୀକୁ ଚକଟି ପେଷ୍ଟ କରି ମୁହଁରେ ଲଗାଇଲେ ମଧ୍ୟ ଏହା ମୁହଁକୁ ଉଜ୍ଜ୍ୱଳ ରଖବା ସହିତ ବ୍ରଣଭଲ କରିବାରେ ସାହାଯ୍ୟ କରିଥାଏ । ଘରେ କଦଳୀ ନଥିଲେ ତରଭୁଜ ରସ ସହିତ ଅଧା ଚାମଚ ମହୁ ମିଶାଇ ମୁହଁରେ ଲଗାଇ ପରେ ଉଷୁମ ପାଣିରେ ଧୋଇ ଦେଲେ ମଧ୍ୟ ତ୍ୱଚା ନରମ ରହିବା ସହିତ ଉଜ୍ଜ୍ୱଳ ଦେଖାଯିବ ।

Related posts