ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ତ ପୁସ୍ତକ “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ ହାତରେ ଉନ୍ମୋଚିତ

ନୟାଗଡ଼,(ନୟାଗଡ଼ ଦର୍ପଣ):- “ନୟାଗଡ଼ ଇତିହାସ” ରାଜ୍ୟପାଳଙ୍କ କରକମଳରେ ଉନ୍ମୋଚିତ। ମହାମହିମ ରାଜ୍ୟପାଳ ଡ଼. ଗଣେଶୀ ଲାଲଙ୍କ କରକମଳରେ ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ରଙ୍କ ଲିଖିତ “ନୟାଗଡ଼ ଇତିହାସ” ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର ପରିବେଶରେ ରାଜ୍ୟପାଳ ଏହି ଐତିହାସିକ ତଥ୍ୟ ସମ୍ବଳିତ ନୟାଗଡ଼ ଇତିହାସ ପୁସ୍ତକର ସଫଳତା କାମନା କରିବା ସହିତ ନୟାଗଡ଼ ଜିଲ୍ଲା ସମେତ ରାଜ୍ୟର ବୁଦ୍ଧିଜୀବୀ ତଥା ପାଠକ ମହଲରେ ଏହି ପୁସ୍ତକଟି ବେଶ ଆଦୃତି ଲାଭ କରିବ ବୋଲି ଆଶାପୋଷଣ କରିଛନ୍ତି। ପ୍ରଫେସର ମହାପାତ୍ର ହେଉଛନ୍ତି ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗ୍ରାମର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଏବଂ ସ୍ୱର୍ଗତ ସୁଶିଲା ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ତଥା ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟର ବିଭାଗୀୟ ମୁଖ୍ୟ ଅଟନ୍ତି। ଉଲ୍ଲେଖଯୋଗ୍ୟ ପ୍ରଫେସର…

Read More

ପବିତ୍ର ଶ୍ରୀଗୁଣ୍ଡିଚାରେ ନୟାଗଡ଼ ଦର୍ପଣର ୱେବ ପୋର୍ଟାଲର ଶୁଭାରମ୍ଭ

ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାର ଘରେ ଘରେ ପରିଚିତ ତଥା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି, ବ୍ୟକ୍ତିତ୍ୱ ଏବଂ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ସୁବିଧା ଅସୁବିଧାର ଖବର ପ୍ରସାରଣ କରି ଜିଲ୍ଲାବାସୀଙ୍କ ପ୍ରିୟଭାଜନ ହୋଇପାରିଥିବା ପାକ୍ଷିକ ଖବର କାଗଜ ନୟାଗଡ଼ ଦର୍ପଣ ତା’ର ୱେବ ପୋର୍ଟାଲ www.nayagarhdarpan.com ଆରମ୍ଭ କରିଛି। ଆଜି ପବିତ୍ର ରଥ ଯାତ୍ରା ଅବସରରେ ନୟାଗଡ଼ ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନୟାଗଡ଼ର ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ “ନୟାଗଡ଼ ଦର୍ପଣ” ୱେବ ପୋର୍ଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବିଶ୍ୱନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିଶୁ…

Read More

ମଙ୍ଗଳ ଗ୍ରହରେ ଶୁଣା ଯାଉଥିଲା ଏକ ଅଦ୍ଭୁତ ଶବ୍ଦ

ନାସା ଦ୍ୱାରା ପ୍ରେରିତ ଇନସାଇଟ ଲେଣ୍ଡର ତା ଦେହରେ ଖଚିତ ଥିବା ଏକ ସିସ୍‍ମୋମିଟର ଦ୍ୱାରା ରେକଡିଂ କରାଯାଇଥିବା ଏକ ଅଦ୍ଭୁତ ଶବ୍ଦକୁ ପ୍ରକାଶିତ କରିଛି ଯାହା ଖାଲି କାନଦ୍ୱାରା ମଣିଷ ପକ୍ଷରେ ଶୁଣିବା ସମ୍ଭବ ନୁହଁ । ଏହାର ଗତିକୁ ବଢାଇ ପ୍ରସେସିଂ କଲାପରେ ହେଡ୍‍ଫୋନରେ ଶୁଣି ହେଉଛି । ଏହି ସିସମୋମିଟରକୁ ଫ୍ରାନ୍ସର ସ୍ପେସ ଏଜେନ୍ସି ସିଏନଇଏସ ନାସାକୁ ପ୍ରଦାନ କରିଥିଲା। ଏହା ଏତେ ଶକ୍ତିଶାଳୀ ଥିଲା ଯେ, ଧୀର ଗତିରେ ପବନ ବହୁଥିଲେ ବି ତାକୁ ରେକଡିଂ କରି ପାରୁଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମଙ୍ଗଳ ଗ୍ରହରେ ସଂଗଠିତ ହେଉଥିବା ଭୂମିକମ୍ପ ସଂପର୍କରେ ସୂଚନା ଏକତ୍ରିତ କରିବା । ଯଦ୍ୱାରା ଏହି ଗ୍ରହର ଭୂଗର୍ଭ ସଂପର୍କରେ ଜାଣିହେବ । ଯେତେବେଳେ ଏହାର ରୋବୋଟିକ ଆର୍ମ ସାହାଯ୍ୟରେ ସିସମୋମିଟରକୁ ମଙ୍ଗଳ ପୃଷ୍ଠ…

Read More

ଆସୁଅଛି Windows 11

nayagarh dapan

ବାଙ୍ଗାଲୋର: ଖୁବଶୀଘ୍ର ମାଇକ୍ରୋସଫ୍ଟ ଆପଣଙ୍କ ନିକଟକୁ ନେଇ ଆସୁଛି Windows 11. ତେବେ ଆସନ୍ତୁ ଜାଣିବା, ନୂଆ Windows 11ରେ କଣ ସବୁ ନୂଆ ଫିଚର ଆସୁଅଛି |ଏକ ନୂତନ ୱିଣ୍ଡୋଜ୍ ଅଭିଜ୍ଞତା, ଆପଣଙ୍କୁ ଭଲ ପାଉଥିବା ଲୋକ ଏବଂ ଜିନିଷଗୁଡ଼ିକର ନିକଟତର କରିଥାଏ | ଏକ ନୂତନ ଦୃଷ୍ଟିକୋଣ ପ୍ରାପ୍ତ କରନ୍ତୁ |ୱିଣ୍ଡୋଜ୍ 11 ଏକ ଶାନ୍ତ ଏବଂ ସୃଜନଶୀଳ ସ୍ଥାନ ପ୍ରଦାନ କରେ ଯେଉଁଠାରେ ଆପଣ ଏକ ନୂତନ ଅଭିଜ୍ଞତା ମାଧ୍ୟମରେ ଆପଣଙ୍କର ଉତ୍ସାହକୁ ଅନୁସରଣ କରିପାରିବେ | ଏକ ପୁନଃ-ଉଦ୍ଧାରିତ ଷ୍ଟାର୍ଟ ମେନୁ ଠାରୁ ଆରମ୍ଭ କରି ତୁମର ପ୍ରିୟ ଲୋକ, ସମ୍ବାଦ, ଖେଳ, ଏବଂ ବିଷୟବସ୍ତୁ ସହିତ ସଂଯୋଗ କରିବାର ନୂତନ ଉପାୟ – ୱିଣ୍ଡୋଜ୍ 11 ହେଉଛି ଭାବିବା, ପ୍ରକାଶ କରିବା ଏବଂ ପ୍ରାକୃତିକ ଉପାୟରେ ସୃଷ୍ଟି କରିବାର ସ୍ଥାନ…

Read More

ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଓଡିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ନିଧନ । ସେ କରୋନାରୁ ଭଲ ହେବା ପରେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ତପୁ ମିଶ୍ର ଗୁରୁତର ଥିଲେ । କରୋନାରୁ ସୁସ୍ଥ ହେବା ପରେ ଏବେ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସେ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ରହିଥିଲେ । ତାଙ୍କର ଅକ୍ସିଜେନ ସ୍ତର କମି ଯାଇଥିଲା । ସେ ଭେଣ୍ଟିଲେଟରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ବଦଳରେ ବିଗିଡ଼ିବାରେ ଲାଗିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣା ପଡିଛି । ଶନିବାର ରାତି ୧୧ ଟାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିିଛି । ତପୁ ହେଉଛନ୍ତି ଓଡ଼ିଶା ଫିଲ୍ମ ଏବଂ ଆଲ୍‌ବମ୍‌ ଜଗତର ଜଣାଶୁଣା ଚେହେରା । ଜଣେ ଭଲ କଳାକାର ଏବଂ…

Read More

ଆମ ଭାରତୀୟ ସଂସ୍କୃତି

ଦୁଇ ପକ୍ଷ:- ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷ । ତିନି ଋଣ:- ପିତୃଋଣ, ଦେବଋଣ ଓ ଋଷିଋଣ ।ଚାରିଯୁଗ:- ସତ୍ୟଯୁଗ, ତ୍ରେତୟାଯୁଗ, ଦ୍ୱାପରଯୁଗ ଓ କଳିଯୁଗ ।ଚାରିଧାମ:- ଦ୍ୱାରିକା, ବଦ୍ରିନାଥ, ପୁରୀ ଓ ରାମେଶ୍ୱର ।ଚାରି ପୀଠ:- ଶାରଦା ପୀଠ (ଦ୍ୱାରିକା), ଜ୍ୟୋତିଶ ପୀଠ (ବଦ୍ରିଧାମ), ଗୋବର୍ଦ୍ଧନ ପୀଠ (ଜଗନ୍ନାଥ, ପୁରୀ) ଓ ଶୃଙ୍ଗେରୀ ପୀଠ ।ଚାରି ବେଦ:- ଋକ୍ ବେଦ, ଅଥର୍ବ ବେଦ, ଯର୍ଜୁ ବେଦ ଓ ସାମ୍ ବେଦ ।ଚାରି ଆଶ୍ରମ:- ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନାପ୍ରସ୍ଥ ଓ ସନ୍ୟାସ ।ପଞ୍ଚ ଗବ୍ୟ:- ଗୁଆ ଘିଅ, କ୍ଷୀର, ଦହି, ଗୋ ମୂତ୍ର ଓ ଗୋବର ।ପଞ୍ଚ ଦେବ:- ଗଣେଶ, ବିଷ୍ଣୁ, ଶିବ, ଶକ୍ତି ଓ ସୂର୍ଯ୍ୟ ।ପଞ୍ଚ ତତ୍ତ୍ୱ:- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ।ଛଅଦର୍ଶନ:- ବୈଷିୟିକ, ନ୍ୟାୟ, ସାଂଙ୍ଖ୍ୟ, ଯୋଗ,…

Read More

ମୋଟର ସାଇକେଲ ନିରାପତ୍ତା ଟିପ୍ସ

ମୋଟରସାଇକେଲ ନିରାପତ୍ତା ଟିପ୍ସବାଇକ୍ ଚଳାଇବା ସମୟରେ ଯେ କୌଣସି ସ୍ଥାନରେ ଏବଂ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ଏପରି କ୍ଷେତ୍ରରେ ଆପଣ ନିଜ ସୁରକ୍ଷା ପାଇଁ କିଛି ଟିପ୍ସ ଆପଣାନ୍ତୁ ଏହା ଆପଣକୁ ସାହାର୍ଯ୍ୟ କରିବ ।୧- ସର୍ବଦା ସାଟିଫାଏଡ୍ ହେଲ୍‌ମେଟ୍ ପିନ୍ଧନ୍ତୁ । ହେଲ୍‌ମେଟ୍ କିଣିଲା ବେଳେ ଏହା ମନେ ରଖନ୍ତୁ ଯେ ଏହା ଭଲ ମ୍ୟାଟେରିଆଲରେ ତିଆରି ହୋଇଥିବ ଏବଂ ମୁଣ୍ଡକୁ ଫିଟ୍ ହେଉଥିବା ନିହାତି ଜରୁରୀ ।୨- ଦୁଇଟି ଯାକ ବ୍ରେକ୍ ର ବ୍ୟବହାର ଶିଖନ୍ତୁ । ଯେପରି ଆପଣ ଠିକ୍ ଭାବେ ଉଭୟ ବ୍ରେକ୍ ବ୍ୟବହାର କରି ଗାଡିକୁ ଅଟକାଇପାରିବେ ।୩-ଗାଡିର ବେଗ ଉପରେ ଧ୍ୟାନ ଦିଅନ୍ତୁ । ସଡକର ନିୟମକୁ ଦୃଷ୍ଟିରେ ରଖି ଗାଡିର ବେଗକୁ ସେହି ଅନୁସାରେ ସୀମିତ ରଖନ୍ତୁ ।୪-ସଡକରେ ବାଇକ…

Read More

ଆଉ ୧୨ନୁହେଁ, ଏଥର ସକାଳ ୭ରୁ ଦିବା ୧୧ ଘଟିକା

ନୟାଗଡ଼: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଥିଲେ ୧୪ ଦିନିଆ ଲକ୍‌ଡାଉନ୍‌ । ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇନାହିଁ କଟକଣା। ଯାହାକୁ ନଜରରରେ ରଖି ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ରାଜ୍ୟରେ ଜୁନ୍‌ ୧ ଯାଏଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟ ଶାସନ ସଚିବ। ଜୁନ୍‌ ୧ ସକାଳ ୫ଟା ଯାଏ ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍। ନୂଆ ଗାଇଡଲାଇନ୍‌ ଅନୁଯାୟୀ , ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ…

Read More

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?

ଅଚ୍ଛେଦିନ୍ ଓ ବିକାଶ ଏବେ କୋଉଠି?ଗାଁ ମୁଣ୍ଡ ବରଗଛ ତଳ ଚାନ୍ଦିନୀରେ ଶୋଇବାକୁ ଖରାଦିନ ଚାରିମାସ ବହୁତ ଭିଡ । ଘରେ କାହାର ରହିବାକୁ ଇଚ୍ଛା ହୁଏନି । ଛୁଆଠାରୁ ବୁଢ।।ଏ ସମସ୍ତେ ଦଶଟାରୁ ଅଖା କି ଶପ ଖଣ୍ଡେଖଣ୍ଡେ କାଖରେ ଯାକି ସେଠି ହାଜର । ଘଂଚ ବରଗଛର ବହଳ ଅନ୍ଧାରୁଆ ଛାଇକୁ ନଦୀପଠାରୁ ପାଣିଉପର ଦେଇ ଆସୁଥିବା ସୁଲୁସୁଲିଆ ଥଣ୍ଡା ପବନ ନିଦମାଉସୀକୁ ଡାକିଆଣେ । ଯିବା ଆସିବା ଲୋକ ଘଡିଏ ବସିଗଲେ ଢୁଳାଇବାକୁ ଆରମ୍ଭ କରନ୍ତି । ମଫସଲଲୋକଙ୍କର ଗାଁ ଗଣ୍ଡାରେ ଆଉ ଆଜିକାଲି ବିଶେଷକିଛି କାମନାହିଁ । ଟଙ୍କିକିଆ ଚାଉଳର ବାସିପଖାଳ ଅମୃତପରିକା ଲାଗୁଛି । ସାଙ୍ଗରେ କୋଳିଖଟ୍ଟା କି ଆମ୍ବୁଲ ଫାଳକୁ ଧାନୁଆ କଂଚାଲଙ୍କା ଲୁଣଦେଇ ଦଳିଦେଲେ ବେଲାଏ ଦେଢବେଲା ଉଠିବାକୁ ଭାରି ସହଜ । “ବାହ୍ୟ ମଳମୁକ୍ତ ଗାଁ”…

Read More