ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ମଞ୍ଚାୟନ ତରଫରୁ ଆସନ୍ତା ମଇ ୯ ଓ ୧୦ ତାରିଖରେ ନାଟକ ଉତ୍ସବ ଅନୁଷ୍ଠିତ ହେବ। ମଇ ୯ ତାରିଖରେ ପବିତ୍ର କୁମାର ମହାନ୍ତି ଙ୍କ ନିର୍ଦ୍ଦେଶିତ ଭୁବନେଶ୍ୱରର ବାଗଦେବୀ ଲିଟରେଚର ଟ୍ରଷ୍ଟ ର ନାଟକ ” ଓଡ଼ଶ” ଏବଂ ୧୦ ତାରିଖରେ ଶରତ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ ରାଗେଶ୍ରୀ ନିଳୟମ୍ ର ନାଟକ ” ଜଉଘର” ପରିବେଷଣ କରାଯିବ । ଏହି ନାଟକ ଉତ୍ସବ ରେ ନୟାଗଡ଼ ଜିଲ୍ଲା ର ପ୍ରତିଭାବାନ୍ ନାଟ୍ୟ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ଙ୍କୁ ସମ୍ମାନିତ କରାଯିବା ପାଇଁ ଅନୁଷ୍ଠାନ ତରଫରୁ ନିଷ୍ପତ୍ତି ନିଆଯାଇଛି। ପ୍ରତେକ ଦିନ ନାଟକ ଶେଷରେ ଉପସ୍ଥିତ ଦର୍ଶକ ନାଟକ ଆଧାରିତ ପ୍ରଶ୍ନ ନାଟକର ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ପଚାରିପାରିବେ। ଶ୍ରେଷ୍ଠ ଦର୍ଶକୀୟ ମତାମତ…
Read MoreYear: 2026
ଦର୍ପ ନାରାୟଣପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ
ରଣପୁର, (ନୟାଗଡ଼ ଦର୍ପଣ): ଦର୍ପନାରାୟଣପୁର ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉତ୍ସାହର ସହିତ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସସ୍ମିତା ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତର ଗୀତାଞ୍ଜଳି ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟାନ୍ୟ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ଓ ସ୍ୱାସ୍ଥ୍ୟ ସେବିକାମାନେ ଉପସ୍ଥିତ ଥିଲେ। ସରପଞ୍ଚ ଶ୍ରୀମତୀ ରାଉତ ସ୍ୱାସ୍ଥ୍ୟ ସଚେତନତା, ପୋଷଣ, ଓ ନିୟମିତ ଜୀବନଶୈଳୀର ଗୁରୁତ୍ୱ ବିଷୟରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇ “ସ୍ୱାସ୍ଥ୍ୟ ହିଁ ସମ୍ପଦ” ବୋଲି ଉଲ୍ଲେଖ କରିଥିଲେ।ଏହି ପରିପ୍ରେକ୍ଷୀରେ ଡାକ୍ତର ପଟ୍ଟନାୟକ ସମସ୍ତଙ୍କୁ ସଚେତନ ହୋଇ ସ୍ୱାସ୍ଥ୍ୟ ସୁରକ୍ଷାରେ ଗୁରୁତ୍ୱ ଦେବା, ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା, ସମୟମତେ ଚିକିତ୍ସା ନେବା ଓ ସୁସ୍ଥ ଜୀବନ ଯାପନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା…
Read More“ଓଡ଼ିଆ ଗୌରବ ସମ୍ମାନ”ରେ ସମ୍ମାନୀତ ହେଲେ ଆମ ନୟାଗଡ଼ର ଗର୍ବ ବ୍ୟଙ୍ଗକବି ରବୀନ୍ଦ୍ର ରାଉତ
ଉତ୍କଳ ସାଂସ୍କୃତିକ ପରିଷଦ ଦ୍ୱାରା ମଧ୍ୟ ପ୍ରଦେଶ, ଇନ୍ଦୋର ଠାରେ “ଉତ୍କଳ ଦିବସ ସମାରୋହ ୨୦୨୬” ପାଳିତ। ନୟାଗଡ଼, (ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶ ଇନ୍ଦୋର ଠାରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ଦ୍ୱାରା “ଚତୁର୍ଥ ଉତ୍କଳ ଦିବସ ସମାରୋହ ୨୦୨୬” ଇନ୍ଦୋର (ମହୁ) ସ୍ଥିତ ମେଡିକ୍ୟାପ୍ସ ଇନଭରସିଟି ଅଡିଟୋରିୟମ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ରବୀନ୍ଦ୍ର କୁମାର ସ୍ୱାଇଁ (ଏମ. ଡି.ରୋହନ ଇଣ୍ଟର ପ୍ରାଇଜର୍ସ, ମୁଖ୍ୟ ବକ୍ତାଭାବେ ଆନନ୍ଦ ଅଗ୍ରୱାଲ (ଏମ. ଡି., ପପେୟା ଟ୍ରୀ) ସମ୍ମାନିତ ଅତିଥିଭାବେ ଶ୍ରୀନିବାସ ମିଶ୍ର (ଜି.ଏମ, ବ୍ୟାଙ୍କ ଅଫ ବରୋଦା ) ସୂର୍ଯ୍ୟକାନ୍ତ କେଲକର (ଆର.ଏସ.ଏସ.ସଦସ୍ୟ) ଏବଂ ଅନୁଷ୍ଠାନର ସଭାପତି ଡ଼କ୍ଟର ଅଶୋକ ମହାନ୍ତି, ସମ୍ପାଦକ ଇଂ. ଶକ୍ତି ପ୍ରସାଦ ଷଡ଼ଙ୍ଗୀ, ବରିଷ୍ଠ ଉପଦେଷ୍ଟା ଡ଼କ୍ଟର ଦିଲ୍ଲୀପ ପଟ୍ଟନାୟକ, ବରିଷ୍ଠ…
Read Moreପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ
ରଣପୁର, (ନୟାଗଡ଼ ଦର୍ପଣ): ରଣପୁର ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ନିଷ୍ପତ୍ତି ଅନୁସାରେ ସମଗ୍ର ଭାରତ ବର୍ଷରେ ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି (ପଣ୍ଡିତ୍ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ) ନାମରେ ନାମିତ ଏହି ପ୍ରଶିକ୍ଷଣ ବର୍ଗରେ ରାଷ୍ଟ୍ର ଚେତନାରେ ବ୍ରତୀ ହେବା ପାଇଁ ଦଳର ସମ୍ବିଧାନ,ବିଚାରଧାରା ଓ ଇତିହାସ ସମ୍ପର୍କରେ ଏହି ପ୍ରଶିକ୍ଷଣ ବର୍ଗରେ ଅନେକ କଥା ଆଲୋଚନା ହୁଏ । ଭାରତୀୟ ଜନତା ପାର୍ଟି ଭଳି ବିଶ୍ୱର ସର୍ବବୃହତ୍ ଦଳରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦେବା ଏକ ନିରନ୍ତର ପ୍ରକ୍ରିୟା । ଏହି ମର୍ମରେ ନୟାଗଡ଼ ଜିଲ୍ଲାର ରଣପୁର ବିଧାନସଭା ଅନ୍ତର୍ଗତ ୭ ଗୋଟି ମଣ୍ଡଳର ପ୍ରଶିକ୍ଷଣ ବର୍ଗ ଗତ ତା -୦୪/୦୪/୨୦୨୬ ରିଖରୁ ଉଦଘାଟନ ହୋଇ ତା -୦୭/୦୪/୨୦୨୬ ରିଖରେ ଉଦଯାପନ ହୋଇ ଯାଇଅଛି। ଏହି ପ୍ରଶିକ୍ଷଣ ବର୍ଗରେ ବିଜେପିର…
Read Moreବାରିପଟ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଛି। ଉକ୍ତ ଗ୍ରାମର ସ୍ବର୍ଗତ ଶିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଘରୁ ଚୋରି ହୋଇଛି। ରବିବାର ରାତିରେ ଚୋରି ହୋଇଥିବା ଅନୁମାନ କରାଯାଉଛି। ଗତ କିଛି ଦିନ ହେବ ଶ୍ରୀଯୁକ୍ତ ମହାପାତ୍ରଙ୍କ ପତ୍ନୀ ସୁଜାତା ମହାପାତ୍ର ବାହାରେ ରହିଥିଲେ। ଗତକାଲି ରାତିରେ ଚୋରୀ ହୋଇଥିବା ନେଇ ଆଜି ଜଣାପଡ଼ିଥିଲା। ତାଙ୍କ ଝିଅ ଓ ଜ୍ୱାଇଁ ଗ୍ରାମବାସୀଙ୍କ ଠାରୁ ଖବରପାଇ ଘର ଖୋଳିବା ପରେ ଘର ସମସ୍ତ ରୁମ୍ ତାଲା ଭଙ୍ଗା ଯାଇଥିବା, ଆଲମିରା ଭଙ୍ଗା ଯାଇଥିବା ଜଣାପଡ଼ିଥିଲା। ଖବରପାଇ ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁଜାତା ମହାପାତ୍ରଙ୍କ କହିବାଅନୁସାରେ ୨ଟି ଚେନ, ଗୋଟିଏ ସୁନା ବ୍ରତ, ୨ ହଳ କାନଫୁଲ, କେତୋଟି ସୁନା ମୁଦି ଏବଂ ୩…
Read Moreରାତିର ଅନ୍ଧାରରେ ଖସିଗଲେ ଛେଳି ଚୋର, ବୋଲେରୋ ଗାଡ଼ି ସହ ଛେଳି ଉଦ୍ଧାର
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ବାଣ୍ଠପୁର ପଞ୍ଚାୟତ ନିହଲ ପ୍ରସାଦ ଏବଂ ଓସ୍ତିଆମାଳ ଗାଁରୁ ରବିବାର ବିଳମ୍ପିତ ରାତିରେ ୮ପଟ ଛେଳି ଚୋରିକରି ଚୋରମାନେ ନେଇ ଯାଉଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଘେରି ଯାଇଥିଲେ। ଛେଳି ମାନଙ୍କୁ ନେଉଥିବା ବୋଲେରୋ ଗାଡ଼ି କୁକୁଡ଼ା ଫାର୍ମ ନିକଟରେ ଓଲଟି ପଡ଼ିବାରୁ ଚୋରମାନେ ରାତିର ଅନ୍ଧାରରେ କେଉଁଆଡେ ଲୁଚିଯାଇଥିବା ବେଳେ ବୋଲେରୋ ଗାଡ଼ିରୁ ୨ଛେଳି ଖସିଗଲେ। ବୋଲେରୋ ଗାଡ଼ି ସହିତ ୬ ଛେଳିଙ୍କୁ ଗ୍ରାମବାସୀ ରାତି ତମାମ ଜଗି ରହିଥିବା ବେଳେ ରାତିରେସନ୍ଦିଗ୍ଧ ଅବସ୍ଥାରେ ଅଟୋରେ ବୁଲୁଥୁବା ଜଣେ ମହିଳାଙ୍କୁ ଗ୍ରାମବାସୀ ଅଟକାଇ ଓଡ଼ଗାଁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ସହିତ ଛେଳି ଏବଂ ମହିଳାଙ୍କୁ ଥାନାକୁ ଆଣିଥିଲେ। ତଦନ୍ତ ବେଳେ ଜଣାଗଲା ପ୍ରାୟ ୧ମାସ ପୂର୍ବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ…
Read Moreନୟାଗଡ଼ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ନୟାଗଡ଼,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆଜି ନୟାଗଡ଼ରେ ଅନୁଷ୍ଠିତ ହେଇଯାଇଅଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ସହିତ ଆରକ୍ଷୀ ଅଧିକ୍ଷକ ଏସ୍ ସୁଶ୍ରୀ, ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ୍, ସିଡିଏମ୍ଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି ଶିବିରରେ ଉପସ୍ଥିତ ରହି ସମସ୍ୟା ଗୁଡ଼ିକ ଶୁଣିବା ସହ ସମାଧାନ କରିବା ପାଇଁ ଉଦ୍ୟମ କରିଥିଲେ । ଆଜିର ଅଭିଯୋଗ ଶିବିରରେ ମୋଟ୍ ୧୪୦ଟି ଅଭିଯୋଗପତ୍ର ଦାଖଲ ହୋଇଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୫ଟି, ଗ୍ରାମ୍ୟ ବିବାଦ ୮ଟି, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଟରୁ ସହାୟତା ପାଇଁ ୧୭ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସର୍ବମୋଟ ୩୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।
Read Moreଜନଗଣନା ୨୦୨୬ପାଇଁ ଉଦ୍ଧିଷ୍ଟ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଉଦଯାପିତ
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ କାର୍ଯ୍ୟକ୍ରମ ଜନଗଣନା ୨୦୨୬-୨୭ ପାଇଁ ଉଦ୍ଧିଷ୍ଟ ପ୍ରଥମ ପର୍ଯ୍ୟାୟ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ୍ କାର୍ଯ୍ୟକ୍ରମ ଚଳିତ ମାସ ୪ ତାରିଖରୁ ଆରମ୍ଭ ହୋଇ ୬ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ନୟାଗଡ଼ ପୌରପରିଷଦ ପାଇଁ ସର୍ବମୋଟ୍ ୭୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜନଗଣନାକାରୀ ଭାବରେ ତାଲିମ୍ ନେଉଥିବା ବେଳେ ୧୨ଜଣ କ୍ଷେତ୍ରପର୍ଯ୍ୟବେକ୍ଷକ ମଧ୍ୟ ତାଲିମ୍ ନେଇଛନ୍ତି। ତିନି ଦିନର ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷକ ଭାବରେ ଯଥାକ୍ରମେ ପ୍ରଦୀପ କୁମାର ପଣ୍ଡା ଓ ବ୍ରଜ କିଶୋର ମହାପାତ୍ର ପର୍ଯ୍ୟାୟ କ୍ରମେ ପରିଚାଳନା କରିଥିଲେ। ପ୍ରଥମ ଦିନରେ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ରୋଜିନା ଦାସ, ପୋୖରାଧ୍ୟକ୍ଷା ନିରୁପମା ଖଟେଇ, ଦ୍ଵିତୀୟ ଦିନରେ ରାଜ୍ୟର ଉପମୁଖ୍ୟ ଜନଗଣନା ନିର୍ଦ୍ଦେଶକ ଶିବିର ପରିଦର୍ଶନ କରିଥିବା ବେଳେ ତିନି ଦିନର…
Read Moreସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲେଖିବା ପାଇଁ ସଚେତନତା ପଦଯାତ୍ରା
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ ଲେଖିବା ପାଇଁ ଏକ ସଚେତନତା ପଦଯାତ୍ରା ଜିଲ୍ଲାପାଳ ନୟାଗଡଙ୍କ କାର୍ଯ୍ୟ।ଳୟ ପରିସରରୁ ଶୁଭାରମ୍ଭ କରାଯାଇଅଛି। ଏଥିସହିତ ଏକ ସଚେତନତା ରଥ ନୟାଗଡ ଜିଲ୍ଲାର ବିଭିନ୍ନ ଏନ ଏ ସି ଅଞ୍ଚଳରେ ପରିକ୍ରମଣ କରିଛି। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଭାପତି, ନୟାଗଡ ଶିଳ୍ପ ଉଦ୍ଯୋଗ ସଂଘ, ଅଧ୍ୟକ୍ଷ, ଏନଜିଓ (ସମର୍ଥ) , ସହକାରୀ ଶ୍ରମ ଅଧିକାରୀ ଅବଦୁଲ କାଦିର ଖାନ, ଜ୍ଞାନରଞ୍ଜନ ସାହୁ, ପୂଜାରିନ ସାମଲ ଓ ମୋନିକା ସେଠ ଓ ଶ୍ରମ କାର୍ଯ୍ୟାଳୟ କର୍ମଚାରୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନମାନେ ଏହି ସଚେତନତା ପଦଯାତ୍ରାରେ…
Read Moreମୁନିସିପାଲିଟିରେ ଜନଗଣନା ପ୍ରଶିକ୍ଷଣର ଶୁଭାରମ୍ଭ
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତର ଜନଗଣନା-୨୦୨୭ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମୁନିସିପାଲିଟି ଅଞ୍ଚଳରେ ଗୃହ ତାଲିକା ଏବଂ ଗୃହ ଗଣନା ପାଇଁ ଉଦ୍ଦିଷ୍ଟ ଏକପ୍ରଶିକ୍ଷଣ ଶିବିର ମୁନିସିପାଲିଟି କାର୍ଯ୍ୟାଳୟ ସଭାଗୃହରେ ଆଜିଠାରୁ ଆରମ୍ଭ ହୋଇଛି। ତିନିଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଜନଗଣନା ଅଧିକାରୀ ରୋଜିନା ଦାସ ଏବଂ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ପୌରପାଳିକା ନିରୁପମା ଖଟେଇ ଯୋଗଦାନ କରି ଜନଗଣନାର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ସିଆରସିସି ପ୍ରଦୀପ୍ତ କୁମାର ପଣ୍ଡା ଏବଂ ବ୍ରଜକିଶୋର ମହାପାତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସହଯୋଗୀ ଭାବେ ଦିଗାମ୍ବର…
Read More