ନୟାଗଡ଼: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଥିଲେ ୧୪ ଦିନିଆ ଲକ୍ଡାଉନ୍ । ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇନାହିଁ କଟକଣା। ଯାହାକୁ ନଜରରରେ ରଖି ମଙ୍ଗଳବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କରିଛନ୍ତି ବଡ଼ ଘୋଷଣା। ରାଜ୍ୟରେ ଜୁନ୍ ୧ ଯାଏଁ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି ମୁଖ୍ୟ ଶାସନ ସଚିବ। ଜୁନ୍ ୧ ସକାଳ ୫ଟା ଯାଏ ରାଜ୍ୟରେ ବଢ଼ିଲା ଲକ୍ଡାଉନ୍। ନୂଆ ଗାଇଡଲାଇନ୍ ଅନୁଯାୟୀ , ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ…
Read MoreMonth: May 2021
ଅନୁଚିନ୍ତା
ବ୍ରଜ କିଶୋର ମହାପାତ୍ର ଦୁଃଖ ଯେତେ ଦେବ ଦିଅ ମହାବାହୁ ସହିବାକୁ ଦିଅ ଶକ୍ତି,ପାପ, ତାପ, କ୍ଳେଶ ଭୋଗୁଛି ଅବଶ୍ୟ ହୃଦେ ଭରିଦିଅ ଭକ୍ତି ॥ଜଞ୍ଜାଳ କାମନା ବିଷୟ ବାସନା ଦେହେ ରଖିଛି ସାଇତି,ତୁମ୍ଭେ ଦୟାକଲେ ହେ! ଦୟାସାଗର ବିଷୟାରୁ ହେବି ମୁକ୍ତି ॥ତୁମ୍ଭ ଇସାରାରେ ଏ ସଂସାର ଚାଲେ ପ୍ରଭୁ ତ ଜଗତ ପତି,ଯାହା ଭାଗ୍ୟେ ଯାହା ଅଛି ଚଉବାହା ଭୋଗେ ସିଏ ଦିବାରାତି ॥ସତ୍ୟପଥ ଧରି ଚାଲେ ଅନୁସରି ତୁମ୍ଭେ ଅଛ ମୋର କତି,ମୋହର ବିଶ୍ୱାସ ପ୍ରଭୁ ପ୍ରଭୁ ହୃଶିକେଶ ଦର୍ଶନେ ମିଲଇ ଶାନ୍ତି ॥ନିଖିଳ ନିୟନ୍ତା ବିଶ୍ୱ ପିତାମାତା ଦୟାକର ହେ! ଶ୍ରୀ ପତି,ମାୟା ସଂସାରରେ ସୁଖ ଦୁଃଖ ଭୋଗୀ ମନ ପକ୍ଷୀ ଚାହେଁ ମୁକ୍ତି ॥ଭବ ବୋଇତରେ ନାଉରୀ ତୁମ୍ଭେ ତ ଦିଅନ୍ତୁ ପରମ ଗତି,ଦୀନ ହୀନ ଜଣେ ତୁମ୍ଭଶ୍ରୀ ଚରଣେ…
Read Moreଗୋଟିଏ ଦିନରେ ୪ମୃତ ଘଟଣା, ଗାଁରେ ପହଞ୍ଚିଲେ ସ୍ୱାସ୍ଥ୍ୟ ବିଭାଗ
ଓଡ଼ଗାଁ: କରୋନା ଦିନକୁ ଦିନ ବଢିଚାଲିଥିବା ବେଳେ ଗତକାଲି ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ପଞ୍ଚାୟତ ଝାଡ଼ସାହିରେ ୪ଜଣଙ୍କ ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଥିବା ଖବର ମିଳିଛି । ଆଜି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ସେହି ଗାଁରେ ପହଁଚି ଘରକୁ ଘର ବୁଲି ସର୍ଭେ କରିଛନ୍ତି। ସେଠାର ଲୋକମାନେ ଭୟଭୀତ ହୋଇ ରହିବା ସହିତ ଜ୍ଵର ହେଉଥିଲେ ମଧ୍ୟ ଲୁଚାଇ ରଖୁଥିବାରୁ ସେମାନଙ୍କୁ ଅଧର୍ଯ୍ୟ ନହୋଇ ସତ ପ୍ରକାଶ କରିବାକୁ ପରାମର୍ଶ ଦିଆଯାଇଛି। ଥଣ୍ଡା, କାଶ କିମ୍ବା ଜ୍ଵର ହେଲେ ତୁରନ୍ତ ଅଙ୍ଗନବାଡି ଓ ଆଶା କର୍ମୀଙ୍କୁ ଜଣାଇବା ପାଇଁ କୁହାଯାଇଥିଲା। ଗତକାଲି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା କୁମାରୀ ଡାକୁଆଙ୍କ ପରିବାରର ୨ପୁଅ ପ୍ରଭାତ, ଋଷିଆ ଓ ବୋହୁ ମାମାଲି ଆକ୍ରାନ୍ତ ଚିହ୍ନଟ ପରେ ଆଜି ଚାନ୍ଦପୁର କୋଭିଡ…
Read Moreଇଲେକ୍ଟ୍ରି ଟ୍ରାନସଫର୍ମରକୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ
ଟ୍ରାନ୍ସଫର୍ମରକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ
ରଣପୁର: ଇଲେକ୍ଟ୍ରି ଟ୍ରାନ୍ସଫରମରକୁ କେନ୍ଦ୍ର କରି ଦୁଇ ଗ୍ରାମବାସୀଙ୍କ ମଧ୍ୟ୍ୟରେ ଗୋଷ୍ଠୀ ସଂଘର୍ଷ, ୧୫ରୁ ଉର୍ଦ୍ଧ ଆହତ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ବଳଭଦ୍ର ପୁର ପଂଚାୟତ ର ଜଗନ୍ନାଥ ପୁର ଏବଂ ଶ୍ରୀହରି ପୁର ଗ୍ରାମ ମଧ୍ୟ୍ୟରେ l ସୂଚନା ଅନୁସାରେ ଜଗନ୍ନାଥ ପୁରର ଇଲେକ୍ଟ୍ରି ଟ୍ରାନ୍ସଫରମରରୁ ଶ୍ରୀହରି ପୁରର କିଛି ଗ୍ରାମବାସୀମାନେ ଚୋରାରେ ବିଦ୍ୟୁତ ନେଇ ଏକ ପାଣି ମଟର ଲଗାଇ ମନଇଚ୍ଛା ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇବା ସହ ବିଲରେ ପାଣି ମଡ଼ଉଥିବାର ଅଭିଯୋଗ କରିଛନ୍ତି ଜଗନ୍ନାଥପୁର ଗ୍ରାମବାସୀ l ବିଦ୍ୟୁତ ଟ୍ରାନ୍ସଫରମରଟି ପୋଡିଯିବା ସନ୍ଦେହ କରି ଜଗନ୍ନାଥପୁର ଗ୍ରାମବାସୀ ବିଦ୍ୟୁତ ବିଭାଗର ପରାମର୍ଶରେ ଟ୍ରାନ୍ସଫରମରରେ ଏକ ତାଲା ପକାଇଥିଲେ l ବିଦ୍ୟୁତ ନେବାରେ ଶ୍ରୀହରିପୁର ଗ୍ରାମବାସୀଙ୍କର ଅସୁବିଧା ସୃଷ୍ଟି ହେବାରୁ…
Read Moreଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ରାଜ୍ୟ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ
ନୟାଗଡ଼: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି । ଏହାକୁ ନେଇ ସମସ୍ତ ବିଭାଗ ତତ୍ପରତା ଦେଖାଇ ସମୀକ୍ଷା ଆରମ୍ଭ କରିଦେଇଥିବା ଜଣାପଡିଛି । ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ମହାନିର୍ଦ୍ଦେଶକ ବିଭିନ୍ନ ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଅଗ୍ନିଶମ କର୍ମଚାରୀ ମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ସଜାଗ ରୁହ କୌଣସି ମୁହୂର୍ତ୍ତରେ ମଧ୍ୟ କୋଭିଡ୍-୧୯ ମହାଯୁଦ୍ଧରେ ସମସ୍ତ କର୍ମଚାରୀ ସାମିଲ ହୋଇପାରନ୍ତି । ଏନେଇ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍-୧୯ ହସ୍ପିଟାଲରେ ଅଗ୍ନିଶମ ମହାନିର୍ଦ୍ଦେଶକ ଅଚାନକ ଗସ୍ତ କରି କୋଭିଡ୍ ହସ୍ପିଟାଲରେ ଅଗ୍ନିନିରାପତ୍ତ ବ୍ୟବସ୍ଥାର ଯାଞ୍ଚ କରିବା ସହିତ ନିୟୋଜିତ ଥିବା କର୍ମଚାରୀ ମାନଙ୍କ ସହିତ ଆଲୋଚନା କରି ଫେରିଯାଇଛନ୍ତି ।
Read Moreଯଦୁମଣି ମହାପାତ୍ର
ଅଷ୍ଟାଦଶ ଶତାବ୍ଦୀର ପ୍ରଥମ ଭାଗରେ ନୟାଗଡ଼ ରାଜା ବିନାୟକ ସିଂହ ମାନଧାତାଙ୍କ ସଭାପଣ୍ଡିତ ଏହି ପ୍ରଖ୍ୟାତ ଆଶୁ କବି ଯଦୁମଣି ମହାପାତ୍ର ନୟାଗଡ଼ ନିକଟସ୍ଥ ଇଟାମାଟି ଗ୍ରାମରେ ଅବସ୍ଥାନ କରୁଥିଲେ । ହାସ୍ୟରସ ଓ ବ୍ୟଙ୍ଗସାହିତ୍ୟ ଜଗତର ସେ ଜଣେ ବିସ୍ମୟ ପ୍ରତିଭା ଥିଲେ । ସମସାମୟିକ ବହୁ ରାଜଦରବାରରେ ସେ ସମ୍ମାନୀତ ହୋଇଥିଲେ । କିନ୍ତୁ ନିଜର ‘ନିର୍ଭୀକ’ ଗୁଣଲାଗି ଜୀବନରେ ବହୁବାର ସେ ଅବହେଳାର ଶିକାର ମଧ୍ୟ ହୋଇଛନ୍ତି । ଏହି ପ୍ରସିଦ୍ଧ କବି ‘ଉତ୍କଳଘଣ୍ଟ’ ନାମରେ ଓଡ଼ିଶାର ଘରେଘରେ ପରିଚିତ । ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଓ ‘ରାଘବ ବିଳାସ’ ଗ୍ରନ୍ଥଦ୍ୱୟ ଏହି କବିଙ୍କର ପାଣ୍ଡିତ୍ୟ ଓ ବହୁଶାସ୍ତ୍ର ନିପୁଣତାର ପରିଚୟ ପ୍ରଦାନକରେ । ଯଦୁମଣି ମହାପାତ୍ର- (୮ ଜାନୁଆରୀ ୧୭୮୧ – ୨ ଜୁଲାଇ ୧୮୬୬) ନୟାଗଡ଼ ଜିଲ୍ଲାର ଇଟାମାଟି ଗାଁରେ ୧୭୮୩…
Read Moreରଣପୁର ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ରଣପୁର: ତୃତୀୟ ପର୍ଯ୍ୟାୟରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ଭର୍ଚୁଆଲ ମାଧ୍ୟମରେ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଅଂଚଳର କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । ଏଠାରେ ଉଲେଖଯୋଗ୍ୟ, ଜିଲ୍ଲାପାଳ ଏହା ପୂର୍ବରୁ ଦଶପଲ୍ଲା ଓ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଅନର୍ଗତ ସମସ୍ତ ଅଂଚଳର ସ୍ଥିତି ସମୀକ୍ଷା କରି ସାରିଛନ୍ତି । ଆଜି ଏହି ସମୀକ୍ଷାରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଉପସ୍ଥିତ ଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣପୁର ଏବଂ ଓଡ଼ଗାଁ ବ୍ଲକର ବିଡ଼ିଓ, ତହସିଲଦାର, ମେଡିକାଲ ଅଫିସର ଓ ସମସ୍ତ ସରପଞ୍ଚ ତଥା ଜିଲ୍ଲା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ । ବିଡ଼ିଓ, ତହସିଲଦାର ଓ ମେଡିକାଲ ଅଫିସରଙ୍କୁ ଗୋଟି ଗୋଟି କୋଭିଡର ପ୍ରତ୍ୟକ ବିଷୟ ଉପରେ ପଚାରିଥିଲେ । ପ୍ରତି ବ୍ଲକ ପ୍ରତିଦିନ ଅତି କମରେ ୧୦୦ଲେଖାଏଁ…
Read Moreଓଡ଼ଗାଁ ଝାଡ଼ସାହି ଗାଁରେ ଗୋଟିଏ ଦିନରେ ୪ମୃତ, ଗାଁ ରେ କରୋନା ଭୟ
ଓଡ଼ଗାଁ: ଓଡ଼ଗାଁ ବ୍ଲକ ଗିରିଡିପଲ୍ଲି ଗ୍ରାମ ପଞ୍ଚାୟତ ଝାଡ଼ସାହି ଗାଁରେ ଆଜି ଗୋଟେ ଦିନରେ ୩ଜଣ ପୁରୁଷ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ମୃତକମାନେ ହେଲେ ଭରତ ବେହେରା ୭୫ବର୍ଷ, ମୁରଲୀଧର ଡାକୁଆ ୬୫ବର୍ଷ, କୁମାରୀ ଡାକୁଆ ୫୨ବର୍ଷ ଓ ଗୋଲକ ପ୍ରଧାନ ୫୮ବର୍ଷ । ମୁରଲୀ କରୋନା ଆକ୍ରାନ୍ତ ହୋଇ ଚାନ୍ଦପୁର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ୧୧ଟାରେ ମୃତ୍ୟୁ ବରଣ କରିଥିବା ବେଳେ ଭରତ ବେହେରାଙ୍କ ଜ୍ଵରରୁ ମୃତ୍ୟୁ ହୋଇଥିବା ସୂଚନା। ସେହିପରି କୁମାରୀ ଆକ୍ରାନ୍ତ ଥାଇ ଜ୍ୱର ହେବାରୁ ତାଙ୍କୁ ମହିପୁର ମେଡିକାଲ ନେବାରେ ସେଠାରେ ସେ ମୃତ୍ୟୁ ବରଣ କରିଥିବା ବେଳେ ଗୋଲକଙ୍କୁ ମଧ୍ୟ ଜ୍ଵର ହେବାରୁ ତାଙ୍କୁ ମେଡିକାଲ ନେବା ବାଟରେ ହିଁ ମୃତ୍ୟୁ ଘଟିଛି । ଏବେବି ଗୋଲକଙ୍କ ମୃତ ଶରୀର ଗାଁରେ ପଡିରହିଥିବା ବେଳେ…
Read Moreପକ୍ଷୀ ଜନ୍ମରୁ ପାରିକର
ବିଶ୍ୱନାଥ ମହାପାତ୍ର ପିଲା ମୋର ନବ-ଉଦୟରେ ପଢ଼ୁଛି!ବାପା ମନ ମୋର ମହା-ଆକାଶରେ ଉଡ଼ୁଛି!ଖୁଆଡ଼-ଖୁଆଡ଼- ସାତପରସ୍ତ,ବାଡ଼- ତାରଘେରା ଜବରଦସ୍ତ,ଲୁହା ପଞ୍ଜୁରୀରେ ପୋଷା ଶୁଆପରିଦିନକରେ ମଞ୍ଜେ ବଢ଼ୁଛି!ବାପାମନ ମୋର ମହାଆକାଶରେ ଉଡ଼ୁଛି!ଶନି ରବିବାର ସାକ୍ଷାତ ଦିନଭେଟଭାଟ ପାଇଁ ଅଥୟ ମନମାଆ ତାହାର- ମନ କୋହରସିରାଗୁଡ଼ ଦଳି ଏଡ଼େ ପାହାରଫାଲୁଆ ଆରିଷା କରିଚି!ବାଡ଼ି ନଡ଼ିଆର କୋରୁଆଁ ପୁରପେଟେ ପେଟେ ସେତ ଭରିଚି ।ପିଠା କଲାବେଳେ ପିଲାକଥା ଭାବିତା’ ଆଖିରୁ କେତେ ଝରିଚି ।ଚାରିପଟେ ତାରବାଡ଼ ପାଚେରୀନବ-ଉଦୟଙ୍କୁ ରହିଚି ଘେରି ।ପାଚେରୀ ଫାଟକେ ଦାନ୍ତି କବାଟପବନକୁ ଫାଶ, ଜଗିଚି ବାଟ ।ଭିତରୁ ବାହାର – ବାହାରୁ ଭିତରଯିବା- ଆସିବାକୁ ପୂରା ଆକଟ ।ଗେଏଟେ ପାଖରେ ବାପା ମା’ ଦଳକା’ ହାତେ ବିସ୍କୁଟ୍ କା’ହାତେ ଫଳ,ଆ’ ଚୁ-ଚୁ ଡାକରେମାପିଚୁପି ପାଦ ପକେଇ ପକେଇପିଲା ଚାହୁଁଛନ୍ତି ଲୁହା ରେଲିଙ୍ଗର ଫାଙ୍କରେ ।ପିଲାର ଆଖିରେ ଲୁହ ଟଳମଳବାପା…
Read More