ଆମ ଭାରତୀୟ ସଂସ୍କୃତି

ଦୁଇ ପକ୍ଷ:- ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷ ।

ତିନି ଋଣ:- ପିତୃଋଣ, ଦେବଋଣ ଓ ଋଷିଋଣ ।
ଚାରିଯୁଗ:- ସତ୍ୟଯୁଗ, ତ୍ରେତୟାଯୁଗ, ଦ୍ୱାପରଯୁଗ ଓ କଳିଯୁଗ ।
ଚାରିଧାମ:- ଦ୍ୱାରିକା, ବଦ୍ରିନାଥ, ପୁରୀ ଓ ରାମେଶ୍ୱର ।
ଚାରି ପୀଠ:- ଶାରଦା ପୀଠ (ଦ୍ୱାରିକା), ଜ୍ୟୋତିଶ ପୀଠ (ବଦ୍ରିଧାମ), ଗୋବର୍ଦ୍ଧନ ପୀଠ (ଜଗନ୍ନାଥ, ପୁରୀ) ଓ ଶୃଙ୍ଗେରୀ ପୀଠ ।
ଚାରି ବେଦ:- ଋକ୍ ବେଦ, ଅଥର୍ବ ବେଦ, ଯର୍ଜୁ ବେଦ ଓ ସାମ୍ ବେଦ ।
ଚାରି ଆଶ୍ରମ:- ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନାପ୍ରସ୍ଥ ଓ ସନ୍ୟାସ ।
ପଞ୍ଚ ଗବ୍ୟ:- ଗୁଆ ଘିଅ, କ୍ଷୀର, ଦହି, ଗୋ ମୂତ୍ର ଓ ଗୋବର ।
ପଞ୍ଚ ଦେବ:- ଗଣେଶ, ବିଷ୍ଣୁ, ଶିବ, ଶକ୍ତି ଓ ସୂର୍ଯ୍ୟ ।
ପଞ୍ଚ ତତ୍ତ୍ୱ:- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ।
ଛଅଦର୍ଶନ:- ବୈଷିୟିକ, ନ୍ୟାୟ, ସାଂଙ୍ଖ୍ୟ, ଯୋଗ, କର୍ମ ମିମାସ ଓ ବେଦାନ୍ତ ।
ଶପ୍ତ ଋଷି:- ବିଶ୍ୱାମିତ୍ର, ଜମଦାଗ୍ନୀ, ଭରଦ୍ୱାଜ, ଗୌତମ, ଅତ୍ରି, ବଶିଷ୍ଟ ଓ କାଶ୍ୟପ ।
ସପ୍ତ ପୁରୀ:- ଅଯୋଧ୍ୟା ପୁରୀ, ମଥୁରା ପୁରୀ, ମାୟା ପୁରୀ, କାଶୀ ପୁରୀ, କାଞ୍ଚି ପୁରୀ, ଅବନ୍ତିକା ପୁରୀ ଦ୍ୱାରିକା ପୁରୀ ।
ଆଠ ଯୋଗ:- ଯମ, ନିୟମ, ଆସନ୍ନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧୀ ।
ଦଶ ଦିଗ:- ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଇଷାନ, ନୈରୁତ, ବାୟୁ, ଅଗ୍ନି, ଆକାଶ ଓ ପାତାଳ ।
ବାର ମାସ:- ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଡ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ ଓ ଫାଲଗୁନ ।
ବାର ରାଶି:- ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ, ଓ ମୀନ

Related posts