ରାମ ଚରିତ ମାନସର ପ୍ରଚାର ପ୍ରସାର କରୁଥିବା ଦୀନବନ୍ଧୁ ଦାସଙ୍କ ପରଲୋକ December 15, 2022December 15, 2022 Jajati ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ରାମ ଚରିତ ମାନସର ପ୍ରଚାର ପ୍ରସାର କରୁଥିବା ଦଶପଲ୍ଲା ମହାବୀର କ୍ଷେତ୍ର ତଥା “ରାମ ଚରିତ ମାନସ ପ୍ରବଚନ” ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଦୀନବନ୍ଧୁ ଦାସ(ହିନ୍ଦୀ ସାର)ଙ୍କ ପରଲୋକ। Post Views: 163