ଘୁମୁସର ରାଜବଂଶରେ ଜନ୍ମଲାଭ କରିଥିବା ଉପେନ୍ଦ୍ରଭଞ୍ଜ ୧୭୦୩ ଖ୍ରୀ.ଅ.ରେ ନିଜର ପିତା ନୀଳକଣ୍ଠ ଭଞ୍ଜଙ୍କ ସହ ନୟାଗଡ଼ ରାଜାଙ୍କ ଆଶ୍ରୟ ଗ୍ରହଣ କରି ମାଳିସାହି ଗ୍ରାମରେ ଖମାରବାଡ଼ି ପାଇ ଆଜୀବନ ବାସ କରିଥିଲେ । ନୟାଗଡ଼ର ସାହିତ୍ୟିକ ବାତାବରଣ ଭିତରେ ସେ ସାରସ୍ୱତ ସାଧନାରେ ନିମଗ୍ନ ହୋଇ ଜଣେ ମହାକବିରେ ପରିଣତ ହୋଇପାରିଥିଲେ । ନୟାଗଡ଼ ରାଜା ତାଙ୍କୁ ନୟାଗଡ଼ ଦରବାରର ପାରମ୍ପରିକ ବୀରବର ଉପାଧି ପ୍ରଦାନ କରିଥିଲେ । ଏଠି ରହି ଉପେନ୍ଦ୍ରଭଞ୍ଜ ରଚନା କରିଥିଲେ- ଲାବଣ୍ୟବତୀ, କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ ଆଦି ପ୍ରସିଦ୍ଧ ଗ୍ରନ୍ଥ । ସେଥିପାଇଁ କୁହାଯାଏ – ଘୁମୁସର ଉପେନ୍ଦ୍ର ଭଞ୍ଜଙ୍କୁ ଜନ୍ମ ଦେଇଛି; ମାତ୍ର ନୟାଗଡ଼ ହିଁ କବି ସମ୍ରାଟଙ୍କୁ ସୃଷ୍ଟି କରିଛି ।
Related posts
-
ନୟାଗଡର ସମୂହ ଅନୁଷ୍ଠାନ ମିଶି ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତ ହରିହର ମିଶ୍ରଙ୍କୁ ଦେଲେ ଗଭୀର ଶ୍ରଦ୍ଧାଞ୍ଜଳି
Comments Off on ନୟାଗଡର ସମୂହ ଅନୁଷ୍ଠାନ ମିଶି ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତ ହରିହର ମିଶ୍ରଙ୍କୁ ଦେଲେ ଗଭୀର ଶ୍ରଦ୍ଧାଞ୍ଜଳିନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ପ୍ରତିଷ୍ଠାତା ସଭାପତି, ବିଶିଷ୍ଟ ଶିକ୍ଷାବିତ୍, କବି, ନାଟ୍ୟକାର, ଔପନ୍ୟାସିକ ତଥା ଓଡ଼ିଶା... -
ଦାସିଆ ଅଜାଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,)ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ... -
ରୋଟାରୀ କ୍ଳବ ଦ୍ୱାରା ପ୍ରଦତ୍ତ “ରାଷ୍ଟ୍ର ନିର୍ମାତା ସମ୍ମାନ” ପାଇଲେ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ବେହେରା
Comments Off on ରୋଟାରୀ କ୍ଳବ ଦ୍ୱାରା ପ୍ରଦତ୍ତ “ରାଷ୍ଟ୍ର ନିର୍ମାତା ସମ୍ମାନ” ପାଇଲେ ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ବେହେରାନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ପବିତ୍ର ଗୁରୁ...