ଓଡ଼ଗାଁ: ଓଡଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୂ୍ରୁ ପଞ୍ଚାୟତର ପୋଡ଼ାସାହି ଗ୍ରାମର ନୂଆସାହିରେ ୨୨ପରିବାରଙ୍କ ୩୫ବଖରା ଘର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏଇ ବିପତ୍ତି ସମୟରେ ନୟାଗଡ଼ ଜିଲ୍ଲାର ଅନେକ ସହୃଦୟ ବ୍ୟକ୍ତି ଯଥା ସମ୍ଭବ ସାହାଯ୍ୟର ହାତ ବଢ଼େଇ ଛନ୍ତି କିଏ ଶୁଖିଲା ଖାଦ୍ୟ ବିତରଣ କରୁଛନ୍ତି ତ ଆଉ କିଏ ରନ୍ଧା ଖାଦ୍ୟ ଆଉ କିଏ ପୋଷାକ ବିତରଣ କରଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ଗାଁର ଶିକ୍ଷକ ଦମ୍ପତି ଯଥା ପ୍ରହଲ୍ଲାଦ ବେହେରା ଓ ତାଙ୍କ ସହଧର୍ମିଣୀ ଦମୟନ୍ତୀ ଦାସ ଅଗ୍ନୀବିପନ୍ନ ପରିବାରଙ୍କୁ ଚାଉଳ, ଆଳୁ, ଚପଲ, ପିଲାଙ୍କ ଡ୍ରେସ, ଲୁଗା, ଲୁଙ୍ଗି ଗାମୁଛା ସହିତ ୨୨୦୦ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି।
Related posts
-
ବସ ଧକ୍କାରେ ଭାଙ୍ଗିଲା ଦୁଇଟି ଘର, ଜଣେ ଗୁରୁତର ତିନି ଆହତ
ସରଣକୂଳ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ପୂର୍ତ୍ତବିଭାଗ ବଙ୍ଗଳା ନିକଟରେ ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଓଡି ୩୩ -ପି ୦୧୨୦... -
ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତ
November 15, 2024 Jajati Comments Off on ଡଃ.ସୁରେଶ ବରାଡଙ୍କ ପୁସ୍ତକ “ଗୀତାର ପ୍ରଥମ ଶବ୍ଦ” ବାଚସ୍ପତିଙ୍କ କରକମଳରେ ଉନ୍ମୋଚିତଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସାରସ୍ଵତ ସାଧକ, ଗାଳ୍ପିକ, ଔପନ୍ୟାସିକ, କାବ୍ୟକାର, କବି ଡ.ସୁରେଶ ଚନ୍ଦ୍ର ବରାଡଙ୍କ ଆଧ୍ୟାତ୍ମିକ ପୁସ୍ତକ... -
ବ୍ଲକ ସ୍ତରୀୟ ଗୀତାଆବୃତ୍ତି ପ୍ରତିଯୋଗିତା ଆୟୋଜିତ
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶା ଆନୁକୁଲ୍ୟରେ ଗୀତା ସୁଗୀତା କର୍ତବ୍ୟା କାର୍ଯକ୍ରମ ମାଧ୍ୟମରେ ଓଡ଼ଗାଁ ବ୍ଲକ ସ୍ତରୀୟ ଗୀତା...