ଗଣିଆ,(ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ଅନ୍ତର୍ଗତ ଡଃ. ଆର.ସି. ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ରୀ ଵିଷ୍ଣୁପ୍ରୀୟା ବେହେରା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୫୬୫ନମ୍ବର ରଖି ଗଣିଆ ବ୍ଲକ ଟପ୍ପର ହୋଇଥିବା ବେଳେ ସୁଜାତା ବେହେରା କଳା ବିଭାଗରେ ୫୪୪ନମ୍ବର ରଖି ବ୍ଲକ ଟପର ହୋଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା, ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ସମ୍ପାଦକ ଡ଼ .ଏଲ୍ଡାଡକାଇଣ୍ଡ ସେଥ, ମ୍ୟାନେଜମେଣ୍ଟର ମୁଖ୍ୟ କବିଚନ୍ଦ୍ର ସାମନ୍ତରାୟ, ଓଡ଼ିଆ ଅଧ୍ୟାପକ ଜିତେନ୍ ପାଣିଗ୍ରାହୀଙ୍କ ସମେତ ଅଂଚଳର ବୁଦ୍ଧିଜୀବୀ, ସ୍ବେଛାସେବୀମାନେ ଉଭୟ ଛାତ୍ରୀଙ୍କ ସମେତ ଉତ୍ତୀର୍ଣ୍ଣ କରିଥିବା ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଗଣିଆ ବ୍ଲକ ଟପର ହେଲେ ବିଷ୍ଣୁପ୍ରିୟା ବେହେରା
