ନୟାଗଡ଼ରୁ ୨୦୦୫ ମସିହାରେ ରେକର୍ଡ଼ିଂ ହୋଇଥିବା “ଏଇ କାଗଜର ବୁକୁପରେ” ଗୀତଟିକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ନୟାଗଡ଼ର ସୁନାମଧନ୍ୟ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ ଗୀତ ଓ ସଙ୍ଗୀତରେ ସଜାଇ ଥିବା ବେଳେ ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ଇରା ମହାନ୍ତି ଗାନ କରିଛନ୍ତି।
Read MoreBlog
ସତରେ ନୟାଗଡ଼ ଝିଅଙ୍କର କଥା ଭାରି ସୁନ୍ଦର…
ସତରେ ନୟାଗଡ଼ ଝିଅଙ୍କର କଥା ଭାରି ସୁନ୍ଦର… ବାଲେଶ୍ଵର ଝିଅଙ୍କର ହସ ସୁନ୍ଦର… ଭୁବନେଶ୍ୱର ଝିଅଙ୍କର ଚାଲି ସୁନ୍ଦର… ବରହମପୁର ଝିଅଙ୍କର ଚାହାଣୀ ସୁନ୍ଦର… ଜାଣିବା ପାଇଁ ଏହି ସୁମଧୁର ଗୀତଟିକୁ ଶୁଣନ୍ତୁ ଓ ଅନ୍ୟମାନେ ଶୁଣିବା ପାଇଁ ସେୟାର କରନ୍ତୁ
Read Moreହରିଶ ପ୍ରଧାନଙ୍କ ଓଡିଆ ଭଜନ ‘ଦୁନିଆଟା ବିଷ ଗଛଲୋ ସଜନୀ’
ନୟାଗଡ଼ରୁ ୨୦୦୨ମସିହାରେ ରେକର୍ଡ଼ିଂ ହୋଇଥିବା “ଦୁନିଆଟା ବିଷ ଗଛ ଲୋ ସଜନୀ” ଗୀତଟିକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ନୟାଗଡ଼ ଗୌରବ ଉପାଧିରେ ଭୂଷିତ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବିଭୁ କିଶୋର କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା।
Read More୯୪ଏକର ଜମିର କିସମ ବଦଳାଇ ତହସିଲଦାର ନିଲମ୍ବିତ
ନୂଆଗାଁ: (ନୟାଗଡ ଦର୍ପଣ) ନୂଆଗାଁର ପୂର୍ବତନ ତହସିଲଦାର ଶରତ କୁମାର ମଲ୍ଲିକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ନେଇ ରାଜସ୍ୱ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତହସିଲଦାର ଶ୍ରୀ ମଲ୍ଲିକ୍ ନୟାଗଡ଼ ଜିଲ୍ଲା ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୁଚନାନୁସାରେ, ନୂଆଗାଁ ତହସିଲ ଅଞ୍ଚଳରେ ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟକଚରକୁ ଅନୁକମ୍ପା ଦେଖାଇ ଚଳିତ ବର୍ଷ ଜାନୁଆରୀ ମାସରେ ୯୪ ଏକର ଚାଷ ଜମିକୁ ଘରବାଡ଼ି କିସମରେ ପରିବର୍ତ୍ତନ କରିଥିଲେ । ସବୁତକ କିସମ ଜମିର ଗୋଟିଏ ମକଦ୍ଦମାରେ ପରିବର୍ତ୍ତନ କରିଥିଲେ । ଏନେଇ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ଅଭିଯୋଗ କରିବା ପରେ ସରକାରଙ୍କ ପକ୍ଷରୁ ତଦନ୍ତ କରାଯାଇଥିଲା । ନୟାଗଡ଼ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ତଥ୍ୟ ଅନୁଯାୟୀ ନୂଆଗାଁର ଉକ୍ତ ଅଞ୍ଚଳରେ…
Read Moreତୁମେ ଧରମ ଦଣ୍ଡଧାରୀ ମୁଁ ଧରମଦାଣ୍ଡର ଦୋଷୀ
ନୟାଗଡ଼ରୁ ୨୦୦୨ମସିହାରେ ରେକର୍ଡ଼ିଂ ହୋଇଥିବା “ତୁମେ ଧରମ ଦଣ୍ଡଧାରୀ” ଗୀତଟିକୁ ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଶିବ ରଥ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା।
Read Moreକେନ୍ଦେରା, କରୋନା ଓ ବେତାଳ କଥା
ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଲିଖିତ ‘କେନ୍ଦେରା, କରୋନା ଓ ବେତାଳ କଥା’ ମୃତ୍ୟୁ-ଧ୍ୱନିର ବି ଗୋଟେ ଧୂନ୍ ଥାଏଯେମିତି ଆତଙ୍କରେ ଶିହରଣ ।ନିଜ ତାନ ରେ ନିଜେ ତଲ୍ଲୀନ ହୋଇଯିବା ବୋଧେସର୍ବଶ୍ରେଷ୍ଠ ବିକଳ୍ପ –ବିଭିଷିକାର ଘୋ ଘୋ ଗର୍ଜନକୁ ମାତ୍ ଦେବାପାଇଁ।କବିତା ଉନ୍ମୁକ୍ତ ହୁଏ… ସଂଗୀତ ବିସ୍ତରୀ ଯାଏ….ଚରିତ୍ରମାନେ ସଜିଲ୍ ହୋଇ ବାହାରିଆସନ୍ତି କ୍ୟାନଭାସରୁକେଜାଣି ଅଲବିଦା କହିବାକୁ କିପଦ୍ମ ପତରେ ଠୋପେ ପାଣି ହୋଇଯିବାକୁ !କାନ୍ଧରୁ ବେତାଳ ନ ଉଡ଼ିବା ଯାଏଁ – ଶାନ୍ତି କାହିଁ ?ଉଡିଗଲେ ବା – ଆଶ୍ୱ।ସନା କାହିଁ ??ମାଟି ଗାଉନାହିଁ ଆବାହନୀ ମନ୍ତ୍ରପବନରେ ନାହିଁ ଅମୃତ ଆହ୍ୱାନପରସ୍ତ ପରସ୍ତ ବିଭତ୍ସ ଅଂଧାର ଢାଳିଯାଇଛି ଆକାଶରେ।ଛାତି ଭିତରେ ରହିରହି ଶୁଣାଯାଉଛି ଖାଲି –ଆସିଛି ଏକା ..ଯିବି ମୁଁ ଏକା…….;ବିଶୁନୁ ଯୋଗୀର ଲାଉତୁମ୍ବା ଲଟକିଛି ମାଟି କାନ୍ଥ ପିଠିରେକିବା କଳାକାରଟେ ଯେଶ୍ରଦ୍ଧାଞ୍ଜଳିରେ ଭରିଯାଇଥାନ୍ତା ଫେସବୁକ,…
Read Moreଛିନ୍ନ ସମ୍ପର୍କ
ବରିଷ୍ଠ ସ୍ତମ୍ଭାକାର ତଥା କବି ଦିଲ୍ଲୀପ କୁମାର ସାହାଣୀଙ୍କ ‘ଛିନ୍ନ ସମ୍ପର୍କ’ ପନ୍ଦର ଦିନ ହେଲାଣି ସମ୍ପର୍କ ଆଉ ନାହିଁ । ଏତେ ସହଜରେ ସମ୍ପର୍କଟା ଛିନ୍ନ କରିବ ବୋଲି ସେ କେବେ ସ୍ବପ୍ନରେ ସୁଦ୍ଧା ଭାବି ନଥିଲା । ସମ୍ପର୍କ କେବେ କାହା ସହିତ କେମିତି ଗଢି ହୁଏ ଯେମିତି କହିହୁଏ ନାହିଁ ସେମିତି ସମ୍ପର୍କ କେବେ କାହାଠାରୁ କେମିତି କେତେବେଳେ ଛିନ୍ନହେବ କହିବା ସମ୍ଭବ ନାହିଁ। ଏହା ଭାବିବା ବେଳେ ଛାତି ଭିତରେ କେଉଁଠି ଅସମ୍ଭବ ଭାବେ ଯନ୍ତ୍ରଣା ହେଉଛି ଠିକ୍ସେ ଜାଣି ପାରୁ ନଥିଲା ଦିବ୍ୟଶଙ୍କର । ସେ ଟିକିଏ ଆରାମ ପାଇବା ପାଇଁ ବାଲକୋନି ଉପରକୁ ଆସିଲା। ମୁଣ୍ଡ ଉପରେ ଖୋଲା ଆକାଶ ଛାତିରେ ମଲ୍ଲୀ ଫୁଲପରି ତାରାମାନେ ହସୁଥିଲେ । ତା’କୁ ଖୁବ ଖୁସି ଲାଗିଲା । ଏଇଠି କିଛି ମୁହୂର୍ତ୍ତ ବସିଗଲେ…
Read Moreକଥା- ଅକଥା- ୪
ମହାମାରୀରେ ପିଲାଙ୍କୁ ଏକାଠି କରି ପଢାଇବା ମହଙ୍ଗା ପଡିଲା ଶିକ୍ଷକଙ୍କୁ, ସାବାଡ଼ କଲା ଚାନ୍ଦପୁର ପୋଲିସ, ୧୦ ହଜାର ଜୋରିମାନା
ରଣପୁର: (ନୟାଗଡ ଦର୍ପଣ) ସାରା ଦେଶରେ କୋରୋନା ମହାମାରୀ ଯୋଗୁଁ ଅନେକଙ୍କ ଜୀବନ ଦୀପ ଲିଭିଯାଉଛି l ମହାମାରୀର ଭୟାଭହତା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ଘରୋଇ ଏବଂ ସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି l ମାତ୍ର ନୟାଗଡ଼ ଜିଲ୍ଲା ଚାନ୍ଦପୁର ସ୍ଥିତ ମଦର ଷ୍ଟାର ଟ୍ୟୁଟୋରିଆଲରେ ଦୁଇଜଣ ଶିକ୍ଷକ ଏହାକୁ ବେଖାତିର କରିଥିବା ଦେଖିବାକୁ ମିଳିଛି l ଶିକ୍ଷକ ହୋଇ ପିଲାଙ୍କ ଭବିଷ୍ୟତକୁ ବାଜିରେ ଲଗାଇଛନ୍ତି l ଏକାଠି କରି ପିଲାଙ୍କୁ ପଢାଉଥିଲେ l ଥରେ ଚିନ୍ତା କଲେନି କୌଣସି ଛାତ୍ରଛାତ୍ରୀଙ୍କୁ ସଂକ୍ରମଣ ହେଲେ କେତେ ଭୟଙ୍କର ହୋଇପାରେ ପରିଣାମ l ମହାମାରୀ ସମୟରେ ଚଳାଉଥିଲେ କୋଚିଂ l ପିଲାମାନଙ୍କୁ ପାଠ ପଢାଉଥିଲେ l ନାଁ ଥିଲା ସାମାଜିକ ଦୂରତା, ନାଁ ମୁହଁରେ ମାସ୍କ l ଖବର ପାଇ ଚାନ୍ଦପୁର ଥାନା ଅଧିକାରୀ…
Read Moreରଣପୁର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ, ମଦ ସହ ଦୁଇ ମହିଳା ଗିରଫ
ରଣପୁର: ରଣପୁର ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା। ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ସାମଗ୍ରୀ ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବିଶେଷ ସୂତ୍ରରୁ ଖବର ପାଇ ରଣପୁର ଅବକାରୀ ବିଭାଗର ଅତିରିକ୍ତ ସବ୍ ଇନ୍ସସ୍ପେକଟର ଧନଞ୍ଜୟ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ବ୍ଲକର ବିଭିନ୍ନ ସ୍ଥାନ ଯଥା ମୟୁରଝୁଲିଆ, ସୁରୁକାବାଡି ଓ ପଟିଆରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରିବା ସହିତ ଦୁଇଜଣ ମହିଳାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
Read More