କଳାବ୍ୟାଚ ପରିଧାନ କଲେ ନୟାଗଡ଼ ସାମ୍ବାଦିକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସ୍ତରୀୟ ନିଷ୍ପତି କ୍ରମେ ଆଜି ନୟାଗଡ଼ ସାମ୍ବାଦିକ ଭବନରେ ଜିଲସ୍ତରୀୟ ସାମ୍ବାଦିକମାନେ ଏକତ୍ରିତ ହୋଇ ସାମ୍ବାଦିକମାନଙ୍କ ନାର୍ଯ୍ୟ ଦାବିପୂରଣ କରିବାରେ ସରକାରଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ କରିବା ସଂଗେ ସଂଗେ କଳା ବ୍ୟାଚ ପରିଧାନ କରି ଦାୟିତ୍ୱ ନିର୍ବାହ କରିବା ପାଇଁ ସର୍ବସଂମ୍ମତି କ୍ରମେ ନିଷ୍ପତି ନେଇଛନ୍ତି। ସରକାର ଯଦି ଦାବି ପୂରଣ ଦିଗରେ ଦୃଷ୍ଟି ନଦିଅନ୍ତି ତେବେ ନିର୍ବାଚନ ସମୟରେ ମଧ୍ୟ ସାମ୍ବାଦିକମାନେ କଳାବ୍ୟାଚ ପିନ୍ଧିବେ ବୋଲି ସୂଚନା ପ୍ରଦାନ କରିଛନ୍ତି।

Related posts