କିଛି ଗବେଷକ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ କିଶୋର ଅବସ୍ଥାରେ ଅବସାଦ ପାକସ୍ଥଳୀରେ ସମସ୍ୟା, ଗଣ୍ଠିବାତ ଓ ଚର୍ମରୋଗ ସୃଷ୍ଟି କରିଥାଏ । ମାନସୋକ ରୋଗ ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଇଥାଏ । ସ୍ୱିଜରଲ୍ୟାଣ୍ଡର ବାସେଲ ବିଶ୍ୱବିଦ୍ୟାଳୟପକ୍ଷରୁ ମାରିଅନ୍ ତେଗେଟଫ୍ଙ୍କ ନେତୃତ୍ୱରେ ଏହି ଗବେଷଣା କରାଯାଇଥିଲା । ସେମାନେ କିଶୋର/କିଶୋରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ରୋଗ ଓ ମାନସିକ ଅବସାଦ ଭିତରେ ଥିବା ସମ୍ପର୍କ ଉପରେ ଅଧ୍ୟୟନ କରିଥିଲେ । ଆମେରିକାର ୧୩ରୁ ୧୮ବର୍ଷ ବୟସର ୪୮୪୩ଜଣ କିଶୋର/କିଶୋରୀଙ୍କ ଉପରେ ଅଧ୍ୟୟନ କରି ଗବେଷକ ଏହି ସିଦ୍ଧାନ୍ତରେ ପହଞ୍ଚିଚଛନ୍ତି । ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁ ପିଲା କିମ୍ବା କିଶୋରୀଙ୍କ ମଧ୍ୟରେ ପୂର୍ବରୁ ମାନସିକ ଅବସାଦ ଦେଖାଯାଇଛି । ସେମାନେ ପରବର୍ତ୍ତୀ ସମୟରେ ହଜମ ଜନିତ ସମସ୍ୟା, ଚର୍ମରୋଗ ଓ ଗଣ୍ଠିବାତର ଶିକାର ହୋଇଛନ୍ତି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଯେଉଁମାନେ ପୂର୍ବରୁ ହୃଦ୍ ସମସ୍ୟାରେ ପୀଡ଼ିତ ସେମାନଙ୍କଠାରେ ଉଦ୍ବେଗ ପରି ସମସ୍ୟା ଦେଖା ଦେଇଥାଏ ।
Related posts
-
ବରିଷ୍ଠଙ୍କ ଆଶ୍ରିବାଦ ଯୁବ ପିଢ଼ିଙ୍କ ପାଇଁ ବର ଦାନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ସେମାନଙ୍କ ନିଷ୍ଠା, ତ୍ୟାଗର ତୁଳନା ନାହିଁ, ବରିଷ୍ଠଙ୍କ ଉପସ୍ଥିତି ପରିବାର... -
ନୟାଗଡ଼ ଜିଲ୍ଲା ମାଟି ତଳେ ମୂଲ୍ୟବାନ ଲିଥିୟମ ଧାତୁ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମାଟି ତଳେ ଲିଥିୟମ ଥିବା ନେଇ ମିଳିଛି ବଡ଼ ସଙ୍କେତ। ଭୁବନେଶ୍ବରରେ ଅନୁଷ୍ଠିତ ଜିଓଲଜିକାଲ... -
ଶେଖ୍ ତୌଫିକ୍ ଅଲ୍ଲୀ ଜିତିଲେ ଷ୍ଟାର ଅଫ୍ ନୟାଗଡ଼ ସିଜନ୍ ଓ୍ବାନ ର ଟାଇଟଲ
January 19, 2025 Jajati Comments Off on ଶେଖ୍ ତୌଫିକ୍ ଅଲ୍ଲୀ ଜିତିଲେ ଷ୍ଟାର ଅଫ୍ ନୟାଗଡ଼ ସିଜନ୍ ଓ୍ବାନ ର ଟାଇଟଲନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାସ୍ତରୀୟ ସଂଗୀତ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଷ୍ଟାର ଅଫ୍ ନୟାଗଡ଼ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ। ସତ୍ୟମ କମ୍ପ୍ୟୁଟର...