ମେ ୫ରୁ ୧୯ତାରିଖ ବୁଧବାର ଯାଏଁ ସବୁ ଜିଲ୍ଲା ଲକଡାଉନ

ନୟାଗଡ଼: (ବ୍ୟୁରୋ ରିପୋର୍ଟ) ସାରା ରାଜ୍ୟରେ ଚଳିତ ମଇ ମାସ ୦୫ ବୁଧବାର ସକାଳ ଠାରୁ ୧୯ ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ୫ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ। ସ୍ବାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ। ପୂର୍ବପରି ଶନିବାର ଏବଂ ରବିବାର ସଟଡାଉନ ରହିବ ବୋଲି ସୂଚନା।

Related posts