କାର୍ତ୍ତିକ ମାସରେ ଦଶପଲ୍ଲା–ପୁରୀ ମେମୁ ଟ୍ରେନ୍‌ରେ ଅତିରିକ୍ତ ବଗି ସଂଯୋଗ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର କାର୍ତ୍ତିକ ମାସରେ ଶ୍ରଦ୍ଧାଳୁ ଓ ସାଧାରଣ ଯାତ୍ରୀଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦଶପଲ୍ଲା–ପୁରୀ ମେମୁ ଟ୍ରେନ୍‌ରେ ଅତିରିକ୍ତ ବଗି ସଂଯୋଗ ଅଥବା ସ୍ୱତନ୍ତ୍ର କାର୍ତ୍ତିକ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଇବାକୁ ଦାବି କରିଛି ନୟାଗଡ଼ ନାଗରିକ ମଞ୍ଚ । ଏ ସମ୍ପର୍କରେ ନାଗରିକ ମଞ୍ଚର ସଭାପତି ପ୍ରମୋଦ ପଟ୍ଟନାୟକ ଓ ସମ୍ପାଦକ ଲକ୍ଷ୍ମୀଧର ସାହୁଙ୍କ ସମେତ ଉପସଭାପତି ପ୍ରଦୀପ କୁମାର ସାହୁ ସହ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ନାୟକ, କୈଳାସ ଚନ୍ଦ୍ର ରଥ, ସୁରେନ୍ଦ୍ର କୁମାର ପ୍ରଧାନ, ଉମାକାନ୍ତ ମିଶ୍ର, ଦେବରାଜ ପଣ୍ଡା ପ୍ରମୁଖ ଆଜି ପୂର୍ବାହ୍ନରେ ନୟାଗଡ଼ ଟାଉନ୍ ଷ୍ଟେସନ୍‌ରେ ପହଞ୍ଚି ଷ୍ଟେସନ୍ ପରିଚାଳକ ପ୍ରତାପ ଚନ୍ଦ୍ର ସାହୁଙ୍କ ଜରିଆରେ ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ର ଡିଭିଜନାଲ ରେଳ ପ୍ରବନ୍ଧକ (ଡିଆର୍‌ଏମ୍‌)ଙ୍କ ଉଦ୍ଦେଶ୍ୟରେ ଏକ…

Read More