ଡ . ଅରୁଣ କୁମାର ସାହୁ ପତ୍ର ମାନେ ଧୀରେ ଧୀରେ ହଲିବାକୁ ଲାଗିଲେ, ପତ୍ର ଆଉ ଡାଳ ମାନେ ଯେତେବେଳେ ଧୀରେ ଧୀରେ ଦୋହଲନ୍ତି ପବନର ତାଳେ ତାଳେ-ଆନନ୍ଦିତ ହୁଏ ପରିବେଶ । ଗଛମାନେ ଖୁସି ହୁଅନ୍ତି …..। ମନ୍ଥର ଗତି- ଚଇତାଳି ପବନର ଧାରଣା ସୃଷ୍ଟି କରେ … । ସ୍ଵାଭାବିକ ଆନନ୍ଦ ମିଳେ..।ପବନର ଗତି ବଢ଼ିଲା- ଡାଳ ମାନେ ନଇଁ ପଡ଼ି ଉପରକୁ ଉଠି ଦୋଳି ଖେଳିବା ଭଳି ଲାଗିଲେ – । କିଛି କ୍ଷଣ ପୂର୍ବରୁ ପବନର ଲହରି ବାତ୍ୟାର ଆଶଙ୍କାରେ ରୂପାନ୍ତରିତ ହେଲା । ଦୋଳି ଉପରକୁ ଉଡ଼ିଲେ ଯେମିତି ଛାତିରେ ଛାନିଆ ପଶେ…. ଠିକ୍ ସେମିତି ବେଳକୁ ବେଳ ଗତି ବଢ଼ିଲା … ଦୁର୍ବଳ ପତ୍ରମାନେ କର ଛଡ଼ା ଦେଇ ଆକାଶରେ ଉଡ଼ିବାରେ ଲାଗିଲେ । ଦଲକାଏ ଜୋର…
Read MoreMonth: November 2026
ପୁଣି କଠୋର ହେଲା ନୟାଗଡ଼ ପୌର ପରିଷଦ
ନୟାଗଡ଼, (ନୟାଗଡ଼ ଦର୍ପଣ): ସହରରେ ବୁଲା ଗାଈଗୋରୁଙ୍କ ଉତ୍ପାତ ଓ ଟ୍ରାଫିକ୍ ସମସ୍ୟାକୁ ନେଇ ଶେଷରେ କଠୋର ହୋଇଛି ନୟାଗଡ଼ ପୌର ପରିଷଦ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ରାତିରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ସହରର ବିଭିନ୍ନ ସ୍ଥାନରୁ ୨୦ଟି ବୁଲା ଗାଈଗୋରୁଙ୍କୁ ଧରି ମିନି ଟ୍ରକ୍ ଯୋଗେ ଖଣ୍ଡପଡ଼ାସ୍ଥିତ ଗୋଶାଳାକୁ ପଠାଯାଇଛି।ଶନିବାର ରାତି ୧୨ଟାରୁ ଏନଫୋର୍ସମେଣ୍ଟ ଟିମ୍ର ସହଯୋଗରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପୌର ପରିଷଦ ପକ୍ଷରୁ କୁହାଯାଇଛି ଯେ, କିଛି ଗୋପାଳକ ଜାଣିଶୁଣି ନିଜ ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ି ଦେଉଥିବାରୁ ସହରରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏପରିକି ବୁଲା ଗାଈଗୋରୁଙ୍କ ଯୋଗୁଁ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେବାର…
Read More