ନୟାଗଡ଼ ଜିଲ୍ଲା ଓ ଦୌରା ଜଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ନୟାଗଡ ଦ୍ବାରା ବନ ମହୋତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ନୟାଗଡ ଜିଲ୍ଲା କୋର୍ଟ ପରିସରରେ ତଥା ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । କୋର୍ଟ ପରିସରରେ ହୋଇଥିବା ବନ ମହୋତ୍ସବ କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା କୋର୍ଟ ଅଧିବକ୍ତା, ଜିଲ୍ଲା ଜଜ ଆନନ୍ଦ ନାରାୟଣ ମହାରଣା, ସରକାରୀ ଓକିଲ ଦଣ୍ଡପାଣି ସ୍ବାଇଁ, ଜିଲ୍ଲା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ, କୋର୍ଟ କର୍ମଚାରୀ, ଗ୍ରାମୀଣ ଆଇନ ସହାୟତା କର୍ମୀ ଅଂଶ ଗ୍ରହଣ କରିଥିଲେ । ସେହିପରି ଜବାହାର ନବୋଦୟ ବିଦ୍ୟାଳୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଓ କର୍ମଚାରୀ ବୃକ୍ଷ ରୋପଣକରି ବନ ମହୋତ୍ସବପାଳନ କରିବା ସହିତ ‘ବସୁଧା ପାଇଁ ବୃକ୍ଷଟିଏ’ର ମହତ୍ଵ ଉପରେ ସଚେତନ କରାଇଥିଲେ। ବନ ମହୋତ୍ସବ ସପ୍ତାହ ପାଳନ…

Read More

ବିଶାଳ ପରିବେଶ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବନ ମହୋତ୍ସବ- ୨୦୨୩ ଅବସରରେ ନୟାଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମା ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନା ଓ ଡି.ଏ.ଭି. ପଵ୍ଳିକ ସ୍କୁଲ୍, ନୟାଗଡ଼ର ଅଧ୍ୟକ୍ଷ ସରୋଜ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଏକ ବିଶାଳ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ ସରୋଜ କୁମାର ସାହୁ ସମାଜସେବୀ, ଗୋପୀନାଥ ସେଠୀ ଓ ବିଜୟାନନ୍ଦ ମହାପାତ୍ରଙ୍କ ତତ୍ବାବଧାନରେ ଆୟୋଜିତ ବିଶାଳ ସଚେତନତା ଶୋଭାଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଦାମୋଦର ସାହୁ ଯୋଗ ଦେଇ ଵନ ମହୋତ୍ସବ -20230କୁ ପ୍ଳାକ୍ ଦେଖାଇ ଶୁଭାରମ୍ଭ କରିଵା ସହ ସଚେତନତା ଶୋଭାଯାତ୍ରାରେ ସାମିଲ ହେଵାସହ ଗୋଟାଏ ଲେଖାଏଁ…

Read More

ଆଇପିଏସ୍‌ ସ୍ତରରେ ଅଦଳବଦଳ, ନୟାଗଡ଼ ଏସ୍‌ପି ହେଲେ ରାହୁଲ ଜୈନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। କଟକ ଏସ୍‌ପି ଭାବେ ମିହିର କୁମାର ପଣ୍ଡାଙ୍କୁ ଦାୟିତ୍ବ ମିଳିଥିବା ବେଳେ ନୟାଗଡ଼ ଏସ୍‌ପି ଭାବେ ରାହୁଲ ଜୈନଙ୍କୁ ନିଯୁକ୍ତ କରିଛନ୍ତି ଓଡ଼ିଶା ସରକାର। ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହି ଅବସର ଗ୍ରହଣ କରିବା ପରେ ନୟାଗଡ଼ ଏସପି ଭାବେ ୨୦୧୫ ବ୍ୟାଚର ଆଇପିଏସ୍‌ ରାହୁଲ ଜୈନ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ବରଗଡ଼ ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସଫିନ ଅହମ୍ମଦ କେ ହେଲେ କ୍ରାଇମବ୍ରାଞ୍ଚ ଆଇଜି। ସାର୍ଥକ ଷଡ଼ଙ୍ଗୀ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ହୋଇଥିବା ବେଳେ ସତ୍ୟଜିତ ନାୟକ ହେଲେ ଏଚ୍ଆର୍‌ପିସି ଡିଆଇଜି।

Read More

ନୟାଗଡ଼ ଜିଲ୍ଲାର ଅର୍ଦ୍ଧାଧିକ ଥାନା ଅଧିକାରୀଙ୍କ ଅନ୍ୟତ୍ର ଜିଲ୍ଲାକୁ ବଦଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସରେ ବଡ଼ ଧରଣର ଅଦଳ ବଦଳ ହୋଇଥିବା ସୂଚନା। ଜିଲ୍ଲାରୁ ଅର୍ଦ୍ଧାଧିକ ଥାନା ଅଧିକାରୀଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି । ସୂଚନା ଥାଉକି, ଇଟାମାଟି ଥାନା ଅଧିକାରୀ ଦିପକ କୁମାର ଖଣ୍ଡାୟତରାୟଙ୍କ ପୁରୀ ଜିଲ୍ଲାକୁ ବଦଳି ହୋଇଛି। ଇନ୍ସିପେକ୍ଟର ବଦ୍ୟନାରାୟଣ ଭୋଇଙ୍କର ପୁରୀ ଜିଲ୍ଲାକୁ, ନୂଆଗାଁ ଥାନା ଅଧିକାରୀ ବିମଳ କୁମାର ମଲ୍ଲିକଙ୍କ କେନ୍ଦ୍ରାପଡ଼ା, ଫତେଗଡ଼ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡାଙ୍କର ଖୋର୍ଦ୍ଧା, ଓଡ଼ଗାଁ ଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କର ପୁରୀ, ନୟାଗଡ଼ ଟାଉନ ଥାନା ଅଧିକାରିଣୀ ପ୍ରଜ୍ଞାପାରମିତା ଜେନାଙ୍କର କେନ୍ଦ୍ରାପଡ଼ା, ସଦର ଥାନା ଅଧିକାରୀ ମନୋରମା ମଲ୍ଲିକଙ୍କ ଜଗସିଂହପୁର, ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କର ପୁରୀ, ବାଣିଗୋଚ୍ଛା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକଙ୍କର କେନ୍ଦ୍ରାପଡ଼ା, ଖଣ୍ଡପଡ଼ା ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କର…

Read More

ଖଣ୍ଡପଡ଼ାର ବିଭିନ୍ନ ସ୍ଥାନରେ ସେବା ଉତ୍ସବ ଅନୁଷ୍ଠିତ

ଖଣ୍ଡପଡା,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ 15ଦିନ ଧରି ଅନୁଷ୍ଠିତ ହେଉଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ -2023 ଆଜି ଖଣ୍ଡପଡ଼ା ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସେବା ଉତ୍ସବ ସମିତିର କର୍ମକର୍ତା ମାନେ ବିଭିର୍ଣ୍ଣ ଅଭାବୀ ପରିବାରଙ୍କୁ ସହାୟତାର ହାତ ବଢ଼ାଇଥିଲେ l ଖଣ୍ଡପଡ଼ା ବ୍ଲକର ଖଳିସାହି ଓ ଖଣ୍ଡପଡ଼ା ବିଜ୍ଞାପିତ ପରିଷଦର ବିଭିର୍ଣ୍ଣ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର , ଚପଲ ଓ ରାସନ ସାମଗ୍ରୀ ବଣ୍ଟନ କରିଥିଲେ l ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ର ଓ ସରୋଜ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ସମିତ ସଦସ୍ୟ ଗୁଲସନ କୁମାର ଦାସ,ଗାୟତ୍ରୀ ପ୍ରିୟଦର୍ଶିନୀ ,ରାଜଲକ୍ଷ୍ମୀ ମହାନ୍ତି,ପରମେଶ୍ୱର ସାହୁ,ଲିଙ୍କନ ସାହୁ,ଶ୍ରୀମାନ ଅଭିଜିତ କର , ସ୍ମୃତିଶିଖା ପରିଡ଼ା,ଏସ ଓଁକାର,ମଳୟ…

Read More

ଭାରତ ବିକାଶ ପକ୍ଷରୁ ବନ ମହୋତ୍ସବ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ବିକାଶ ନୟାଗଡ ଶାଖାସଭାପତି ପ୍ରଫେସର ହରେ କୃଷ୍ଣ ସାହୁ ଙ୍କ ନେତୃତ୍ୱ ରେ ତିନି ନମ୍ବର ୱାର୍ଡ ସ୍ଥିତ ହାଟପଦାପ୍ରାଥମିକ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି, ଦେବଦାରୁ, ବଉଳ, କଦମ୍ବ, ପିଜୁଳି, ଆମ୍ବ, ଇତ୍ୟାଦି ପଚାଶ ରୁ ଉର୍ଦ୍ଧ ଚାରା ଆଜି ପୂର୍ବାହ୍ନ 8ଟା ସମୟରେ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା, ଚାରାର ରକ୍ଷଣାବେକ୍ଷଣ ସମ୍ପର୍କ ରେ ସଚେତନ ଥିବା ଭାରତ ବିକାଶ ର ସଭ୍ୟ ମାନେ ବୃକ୍ଷ ରୋପଣ ସମୟ ରେ ଯଥେଷ୍ଟ ଧ୍ୟାନ ଦେଇଥିଲେ,ଅନ୍ୟ ମାନଙ୍କ ମଧ୍ୟ ରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସେବା ସଚିବ ଦୁର୍ୟୋଧନ ସାହୁ, ସମ୍ପାଦକ ଘନଶ୍ୟାମ ସାହୁ, ଉଦୟନାଥ ନାହାକ, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରଫୁଲ ନାୟକ, ପ୍ରଦୀପ କୁମାର ସାହୁ, ଅନାଦି ମହାନ୍ତି, ଅବସର ପ୍ରାପ୍ତ ରେଞ୍ଜର ସୁକେଶ…

Read More

ପୁଣି ଷ୍ଟାର୍ଟ ହେଲାନି ମେମୁ ଟ୍ରେନ, ନୟାଗଡ଼ ଷ୍ଟେସନରେ ଯାତ୍ରୀଙ୍କ ହୋହଲ୍ଲା

ନୟାଗଡ଼,(ନୟାଗଡ଼ ଦର୍ପଣ): ରେଳ ବିଭାଗର ଖାମଖିଆଲ ନୀତି ଯୋଗୁଁ ପୁଣି ଆଜି ମେମୁ ଟ୍ରେନ ସମ୍ପୂର୍ଣ୍ଣ ଅଚଳ ହୋଇଯିବା ସହିତ ଯାତ୍ରୀ ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଖବରରୁ ପ୍ରକାଶ ଯେ ଆଜି ସକାଳ ୬ଟା ୪୫ରେ ଏହି ଟ୍ରେନ ଭୁବନେଶ୍ୱର ଛାଡିବାକୁ ଥିଲା। ଯାତ୍ରୀମାନେ ଟିକେଟ କାଟି ଗାଡି ଭିତରେ ବସିଥିଲେ। ଯାତ୍ରୀ ଭରପୁର ଥିବା ଗାଡି ପ୍ରଥମ ହୁଇସିଲ ଏବଂ ଦ୍ୱିତୀୟ ହୁଇସିଲ ମାରି ବାହାରିବା ବେଳକୁ ଗାଡ଼ି ଆଉ ଆଗକୁ ଗଡି ନଥିଲା । ଜଣା ପଡିଥିଲା ଯେ ଗାଡ଼ି ଏୟାର ପ୍ରେସର ନେଉ ନାହଁ। ଗାଡି ଚାଳନା କରୁଥିବା ସମସ୍ତ ତିନିଜଣ ଯାକ ଲୋକପାଇଲଟ ଯେତେ ଚେଷ୍ଟା କଲେ ମଧ୍ୟ ଗାଡ଼ି ଆଗକୁ ଚଙ୍କି ନଥିଲା। ଏ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯିବା ସହିତ ଚାପା…

Read More

ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ବନ ମହୋତ୍ସବ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ କ୍ରିୟାନୁଷ୍ଠାନ କମିଟି ତରଫରୁ ଓ ଦେବୀଦତ୍ତ ଯୁବ ପରିଷଦ, ସହଯୋଗ ରେ ମାଧପୁର ଠାରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କରାଯାଇଛି l ଉକ୍ତ ଉତ୍ସବ ରେ ସରପଞ୍ଚ ଶିବାନୀ ଦାସ ଅତିଥି ରୂପେ ଯୋଗ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମ ରେ ବନ ବିଭାଗ ତରଫରୁ ବନପାଳ ବନମାଳୀ ରାଉତ, ବନରକ୍ଷୀ ସୁବାସ ଚନ୍ଦ୍ର ନାୟକ, ଦିପ୍ତିମୟୀ ରାଉତ, ପ୍ରଜ୍ଞାଶ୍ରୀ ମହାଳିକ ଙ୍କ ସମେତ ନୟାଗଡ କ୍ରିୟାନୁଷ୍ଠାନ କମିଟି ର ସଭାପତି ନୀଳକଣ୍ଠ ବେହେରା ଙ୍କ ନେତୃତ୍ୱ ରେପ୍ରଦୀପ କୁମାର ସାହୁ, ପ୍ରଭାସିନୀ ନନ୍ଦ, ସୁରେଶ ଚନ୍ଦ୍ର ଦାସ, ନିରଞ୍ଜନ ନନ୍ଦ, ବିଜୟ ମହାପାତ୍ର, ପବିତ୍ର କୁମାର ସାହୁ, ବାଉରୀ ବନ୍ଧୁ ବେହେରା, ଭରତ ଚରଣ ସାହୁ ପ୍ରଭୃତି କାଜୁ, ଆମ୍ବ, ପିଜୁଳି, ଶାଗୁଆନ, ଜାମୁ ଆଦି ଚାରା ରୋପଣ…

Read More

ଅନୁବାଦ ଯୋଗୁଁ ଭାଷାଗତ ଦୂରତା ଦୂର ହୋଇପାରିଛି

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ଅନଲାଇନ୍ ମାଧ୍ୟମରେ ଆୟୋଜିତ ୧୪ତମ ଅନୁବାଦ ସାହିତ୍ୟ ଆଧାରିତ ଆଲୋଚନାଚକ୍ର ଓ ଅନୂଦିତ ବହୁଭାଷୀ କାବ୍ୟପାଠ ଅନୁଷ୍ଠିତ ହୋଇଅଛି। ଅନୁଷ୍ଠାନର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଭାରତୀୟ ଅନୁବାଦକ ପ୍ରଦୀପ କୁମାର ଦାଶ , ଚିତ୍ତରଞ୍ଜନ ବ୍ରହ୍ମା, ମଂଜୁଳା ଆସ୍ଥାନା ମହାନ୍ତି,ଡ. ସଂଜୟ କୁମାର ମିଶ୍ର ଆଲୋଚକ ଭାବେ ଯୋଗଦେଇ ଯଥାକ୍ରମେ ଅନୁବାଦରେ ମୂଳ ଲେଖକ ଏବଂ ଅନୁବାଦକ ମଧ୍ୟରେ ସନ୍ତୁଳନର ଆବଶ୍ୟକତା, ଅନୁବାଦକ ଜଣେ ସର୍ଜନଶୀଳ ସ୍ରଷ୍ଟା, ଅନୁବାଦ ଶବ୍ଦାନୁଗାମୀ ଅଟେ ନା ସ୍ୱତନ୍ତ୍ର, ଭାରତୀର ସାଂସ୍କୃତିକ ଏକତା ଦିଗରେ ଅନୁବାଦର ଭୂମିକା ବିଷୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରତ୍ୟେକ ଭାଷାର ନିଜସ୍ବ ରୂପ ଓ ଶୈଳୀଗତ ବିଶେଷତା ଅଛି। ଭାରତ ପରି ବହୁଭାଷୀ ରାଷ୍ଟ୍ରରେ ସାମାଜିକ, ସାଂସ୍କୃତିକ, ଆର୍ଥିକ…

Read More

ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ପକ୍ଷରୁ ବନ ମହୋତ୍ସବ ପାଳନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ର ଅଗ୍ରଣି ସ୍ବେଚ୍ଛାସେବୀ ସଂଗଠନ “ସୋହମ୍” ପକ୍ଷରୁ ଶରଧାପୁର ଗ୍ରାମ ପଞ୍ଚାୟତ ସ୍ଥିତ ବୈଷ୍ଣବଗିରି ପର୍ଯ୍ୟଟନ ସ୍ଥଳୀରେ “ବନ ମହୋତ୍ସବ – ୨୦୨୩” ପାଳନ କରାଯାଇଛି । ଏହାକୁ ଖେଡ଼ପଡ଼ା ବନପାଳ ସୁମିତ୍ରା ମିଶ୍ର , ଶରଧାପୁରର ଯୁବ ସମାଜସେବୀ ସନ୍ତୋଷ କୁମାର ମୁଦୁଲି, ସଂଗଠନର ଉପସଭାପତି ବିଶିଷ୍ଟ ପରିବେଶବିତ୍ ପ୍ରକୃତି ବନ୍ଧୁ ଅନାଦି ଚରଣ ମହାନ୍ତି ଓ ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ବୃକ୍ଷ ଦେବତାଙ୍କୁ ପୂଜା କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେଠାରେ ବେଲ, ଅଶୋକ, ନିମ୍ବ, ବଉଳ ଆଦି ଅନେକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯୟକ୍ରମରେ ସୋହମ୍ ସଂଗଠନ ର ସଦସ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ, ରଘୁନାଥ ଦାଶ, ପ୍ରଶାନ୍ତ କୁମାର ଶତପଥୀ, ରବୀନ୍ଦ୍ର କୁମାର ନାୟକ, ସ୍ୱେଚ୍ଛାସେବୀ ନିର୍ମଳ…

Read More