ବିଶ୍ୱ ହାସ୍ୟ ଦିବସରେ ହେବାକୁ ଥିବା ହସି-ହସାଅ କାର୍ଯ୍ୟକ୍ରମ ସ୍ଥଗିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଶ୍ଵ ହାସ୍ୟ ଦିବସ -୨୦୨୪ ଉପଲକ୍ଷେ ମଇ ମାସ ପ୍ରଥମ ରବିବାର ୫ ତାରିଖ ଦିନ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ପାଳିତ ହେବାକୁ ଥିବା “ ହସି-ହସାଅ” କାର୍ଯ୍ୟକ୍ରମ ଏବଂ ଉତ୍କଳଘଣ୍ଟ ହାସ୍ୟ ରସିକ ଉପାୟନ ପ୍ରଦାନ ଉତ୍ସବ ସ୍ଥଗିତ ରଖାଗଲା ବୋଲି ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Related posts