ବରିଷ୍ଠ ନାଗରିକ ଗୋଷ୍ଠି କେନ୍ଦ୍ର ଠାରେ 77ତମ ସ୍ୱାଧୀନତା ଦିବସ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): 77ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନୟାଗଡ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ସକାଳ 7ଟା ସମୟରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସଭାପତି ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ଜାତୀୟ ପତାକା ଉତୋଳନ କରି ପରିଣତ ବୟସରେ ମଧ୍ୟ ପ୍ରତ୍ୟକ ବରିଷ୍ଠ ନାଗରିକ ଦେଶ ସେବାରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇ ଥିଲେ, ମଞ୍ଚର ସମ୍ପାଦକ ଦୁର୍ୟୋଧନ ସାହୁ ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ସ୍ନେହ ସଦିଚ୍ଛା କାମନା କରିବା ସଂଗେସଂଗେ ଧନ୍ୟବାଦ ଅର୍ପଣ କରିଥିଲେ

Related posts