ଦୀପକ ଖଣ୍ଡାୟତରାୟ ଓ ପ୍ରମୋଦ ନନ୍ଦ ପାଇବେ ମୁଖ୍ୟମନ୍ତ୍ରୀ ପଦକ

ନୟାଗଡ଼,(୦୧/୦୯):- ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଘୋଷଣା ହେଲା ମୁଖ୍ୟମନ୍ତ୍ରୀ ପଦକ । ୫ ଟି ମୋ ସରକାର ଅଧୀନରେ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ କ୍ରାଇମ୍‌ବ୍ରାଞ୍ଚ, STF, EOW, ଭିଜିଲାନ୍ସ ଓ ଜିଲ୍ଲା ପୋଲିସରୁ ୬୪ଜଣ ମନୋନୀତ ହୋଇଛନ୍ତି । ଗୃହ ବିଭାଗ ACSଙ୍କ ଅଧୀନରେ ଗଠିତ ହୋଇଥିଲା ରାଜ୍ୟସ୍ତରୀୟ ପୁରସ୍କାର କମିଟି। ଏନେଇ ନୟାଗଡ଼ ଜିଲ୍ଲାରୁ ଉତ୍ତମ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମେଡାଲ ପାଇବେ ଦୁଇ ପୋଲିସ୍ ସବ ଇନ୍ସପେକ୍ଟର ପ୍ରମୋଦ କୁମାର ନନ୍ଦ ଓ ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ।

Related posts