ଶିକ୍ଷାବିତ ଅଶୋକ ନାୟକ ହେଲେ ନୟାଗଡ଼ କ୍ଲବର ନୂତନ ଅଧକ୍ଷ August 30, 2024August 30, 2024 Jajati ନୟାଗଡ଼, (ନୟାଗଡ଼ ଦର୍ପଣ): ରୋଟାରିଆନ ଆରିଫ ଖାନଙ୍କ ଦେହାନ୍ତ ପରେ ଖାଲି ଥିବା ନୟାଗଡ଼ କ୍ଲବ ଅଧକ୍ଷ ପଦ ପାଇଁ ଆଜି କ୍ଲବର ସାଧାରଣ ପରିଷଦ ବୈଠକରେ ଇଟାମାଟି କଲେଜର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଅଶୋକ ନାୟକଙ୍କୁ ନୟାଗଡ଼ କ୍ଲବର ଅଧକ୍ଷ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଯାଇଥିଲା । Post Views: 77