ନୟାଗଡ଼ରୁ ୨୦୦୪ ମସିହାରେ ରେକର୍ଡ଼ିଂ ହୋଇଥିବା ଏହି ଓଡ଼ିଆ ଆଲବମ ଗୀତଟିକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ନୟାଗଡ଼ର ସୁନାମଧନ୍ୟ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ ଲେଖିଥିବା ବେଳେ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଏହି ଗୀତଟିରେ ଶକ୍ତି ମିଶ୍ର କଣ୍ଠଦାନ କରିଛନ୍ତି।
ମୋ ପ୍ରିୟା ହାତେ ଚୁଡ଼ି ବାଜିଲେ
