ତୁମେ ଧରମ ଦଣ୍ଡଧାରୀ ମୁଁ ଧରମଦାଣ୍ଡର ଦୋଷୀ May 29, 2021May 29, 2021 Jajati ନୟାଗଡ଼ରୁ ୨୦୦୨ମସିହାରେ ରେକର୍ଡ଼ିଂ ହୋଇଥିବା “ତୁମେ ଧରମ ଦଣ୍ଡଧାରୀ” ଗୀତଟିକୁ ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଶିବ ରଥ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା। Post Views: 175