“ଓଟିଭି”ର ନୟାଗଡ଼ ଜିଲ୍ଲା ସାମ୍ବାଦିକ ଭାବେ ଯୋଗଦେଲେ ଜୟେନ୍ଦ୍ର

ନୟାଗଡ଼:,(ନୟାଗଡ଼ ଦର୍ପଣ): ‘ଓଟିଭି’ ରେ ଯୋଗଦେଲେ ଯୁବ ସାମ୍ବାଦିକ ଜୟେନ୍ଦ୍ର। ନୟାଗଡ଼ ଜିଲ୍ଲା ପ୍ରତିନିଧି ଭାବେ ଦାୟିତ୍ୱ ନେଇଛନ୍ତି ।ଆଜି ଠାରୁ ଆନୁଷ୍ଠାନିକ ଭାବେ ସେ କାର୍ଯ୍ୟାରମ୍ଭ କରିଛନ୍ତି। ପୂର୍ବରୁ ଜୟେନ୍ଦ୍ର ବେହେରା ” ଇଟିଭି ଭାରତ “ରେ କାର୍ଯ୍ୟ କରୁଥିଲେ। ତେବେ ଇଟିଭି ନେଟୱାର୍କ ଛାଡ଼ି ଆଜି ଠାରୁ ‘ଓଟିଭି’ରେ କାର୍ଯ୍ୟଆରମ୍ଭ କରିଛନ୍ତି ସେ । ଏ ନେଇ ଅନେକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Related posts