ଦୁଷ୍କର୍ମ ପରେ ତଣ୍ଟିରେ ରସି ଗୁଡେଇ ମୁଣ୍ଡ ଗଣ୍ଡି ଅଲଗା କରିଥିଲା ସାଗର। ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା ଧୁନ୍ଦୁଗାଡ଼ିଆର ୬ବର୍ଷର ଶିଶୁ କନ୍ୟାକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ଜଘନ୍ୟ ହତ୍ୟା କରିଥିବା ଅଭିଯୁକ୍ତ ସାଗର ଦଳେଇକୁ ଗିରଫ ପରେ ହତ୍ୟାକାଣ୍ଡର ଖୁଲାସା କଲେ ନୟାଗଡ଼ ଏସ୍ପି ସିଦ୍ଧାର୍ଥ କଟାରିଆ…
୬ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା
