୬୪ତମ ସର୍ବଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟ

ନୟାଗଡ଼, (ନୟାଗଡ଼ ଦର୍ପଣ): ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଜିଲାର ସର୍ବପୁରାତନ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଦ୍ୱାରା ଆୟୋଜିତ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ୱର ଟାଇ ବ୍ରେକରରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ୫-୪ ଗୋଲରେ ହରାଇ ବିଜୟ ହୋଇ ଚାମ୍ପିଯାନ ହୋଇଛି। ଦଶ ହଜାରରୁ ଉର୍ଦ୍ଧ ଦର୍ଶକଙ୍କ ଗହଣରେ ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିବା ଆଜିର ପ୍ରଥମାର୍ଦ୍ଧ ଖେଳ ଖୁବ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଗୋଲଶୂନ୍ୟ ଥିଲା। ଦ୍ୱିତୀୟାର୍ଦ୍ଧର ଚିତାକର୍ଷକ ଖେଳରେ ୧୯ ତମ ମିନିଟରେ ଗଣ୍ଡରପୁର ୧୧ନଂ ଜର୍ସି ଖେଳାଳିଙ୍କ ଗୋଲ ଦଳକୁ ୧-୦ ଆଗୁଆ ରଖିଥିଲା। ପରେ ବରଗଡ଼ ଆକ୍ରମଣାତ୍ମକ ଖେଳି ୨୮ତମ ମିନିଟରେ ୯ନଂ ଜର୍ସି ଖେଳାଳି ସୁଶୀଲ ପଢିଆରିଙ୍କ ଏକ ଗୋଲ ପରେ ୩୫ତମ ମିନିଟରେ…

Read More

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବଙ୍କ ସହ ଭୁବନେଶ୍ୱରରେ ବୃକ୍ଷରୋପଣ କଲେ ପ୍ରକୃତିବନ୍ଧୁ ସନ୍ତୋଷ ସାର

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡିଶା ଭାରତ ସ୍କାଉଟ ଗାଇଡ଼ ଭୁବନେଶ୍ୱରରେ ୧୮ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ “ଉଡାନ” କ୍ୟାମ୍ପରେ ନୟାଗଡ଼ ଜିଲ୍ଲା ତରଫରୁ ରୋହିବାଙ୍କ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ସନ୍ତୋଷ କୁମାର ସାହୁ ଓ ଅବନ୍ତୀ ବେହେରା ନିଜ ବିଦ୍ୟାଳୟରୁ ୨୨ଜଣ ସ୍କାଉଟ ଗାଇଡ଼କୁ ନେଇ କ୍ୟାମ୍ପରେ ଯୋଗ ଦେଇଥିଲେ। କ୍ୟାମ୍ପର ଶେଷଦିନ ସର୍ବ ଧର୍ମ ପ୍ରାର୍ଥନାପରେ ପ୍ରକୃତିକୁ ଭଲ ପାଉଥିବା ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସେଲର ସ୍ୱତନ୍ତ୍ର ସଚିବ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ତରଫରୁ ଛାତ୍ରୀଛାତ୍ରଙ୍କୁ ପ୍ରକୃତିକୁ ସବୁଜିମା ଭଳି ସଚେତନତା କାର୍ଯ୍ୟ ପାଇଁ ସୂଚନା ମିଳିବା କ୍ଷଣି ସଙ୍ଗେ ସଙ୍ଗେ ନିଜର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଯିବାକୁ ହାତ ବଢ଼ାଇଥିଲେ ପ୍ରକୃତିବନ୍ଧୁ ଶ୍ରୀ ସାହୁ। ଏହା ପରେ ୨୫ଟି ଜିଲ୍ଲାରୁ କିଛି ଜିଲ୍ଲା ନୟାଗଡ଼, ମାଲକାନଗିରି, ମୟୁରଭଞ୍ଜ, ଗଞ୍ଜାମରୁ ୧୫୬ଜଣ ସ୍କାଉଟ…

Read More