ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସେବା ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ରଙ୍ଗଣୀ ପାଟଣା, ଓଡ଼ଗାଁ, କଜଳେଇପଲ୍ଲୀ, ଶରଣକୁଳ ଆଦି ବିଭିର୍ଣ୍ଣ ସ୍ଥାନରେ ଗରିବ, ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅନ୍ୟପକ୍ଷେ ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅବହେଳିତ ଅବସ୍ଥାରେ ଥିବା ମାଟିଆ କେଳା ସାମ୍ପ୍ରଦାୟର ଲୋକମାନଙ୍କୁ ରାସନ, ଖାଦ୍ୟ ଓ ବସ୍ତ୍ର, ଚପଲ ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏମସିଏଲ, ଷ୍ଟେଟବ୍ୟାଙ୍କ ଅଫଇଣ୍ଡିଆ, ଇଡକୋ, ଇମ୍ଫା, ଓମ୍ଫେଡ ପ୍ରମୁଖ ସହଯୋଗ କରିଥିଲେ। ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସୁନୀଲ କୁମାର ପଟ୍ଟନାୟକ, ବଳଭଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ…

Read More

ବିଶ୍ୱମାନବ ଚାଲାଣ ବିରୋଧୀ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ

ନୟାଗଡ଼, (ନୟାଗଡ଼ ଦର୍ପଣ): ଗଣିଆ ଉନ୍ନୟନ କମିଟି ନୟାଗଡ଼ ଜ଼ିଲ୍ଲା ଅଫିସ ଘଡୁଆଲ ଠାରେ ଏକ ଶିଶୁ ସୁରକ୍ଷା ଉପରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଉନ୍ନୟନ କମିଟିର ସଭାପତି ପତି ଉଷା ପଟ୍ଟନାୟକ ବିଶ୍ୱ ମାନବ ଚାଲାଣ ଉପରେ ଓ ବାଲ୍ୟ ବିବାହ ଉପରେ ବିସ୍ତୁତ ଭାବେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସିବିୟନ ପ୍ରଧାନ, ସତ୍ୟ ରଞ୍ଜନ ଦାସ, ସିଡିପିଓ ସୌଦାମିନୀ ପଣ୍ଡା ଓ ଚିତ୍ତରଞ୍ଜନ ରାଉତ, ଦିଏଲଓ କିଶୋର କୁମାର ମହାପାତ୍ର ଜ଼ିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷ ଓ ଜ଼ିଲ୍ଲା ଚାଇଲଡ ହେଲ୍ପ ଲାଇନର ପରାମର୍ଶ ଦାତା ଚନ୍ଦ୍ରଶେଖର ବେହେରା ଉପସ୍ଥିତ ଥିଲେ।ବାଲ୍ୟ ବିବାହ ଓ ଶିଶୁ ଚାଲାଣ, ଶିଶୁ ସୁରକ୍ଷା ଉପରେ ଜ଼ିଲ୍ଲାରେ କାମ କରୁଥିବା ସମସ୍ତ ଶିଶୁ ଅଧିକାର ଓ ଅଧିକାରିଣୀମାନେ ଉପସ୍ଥିତ…

Read More

ନୟାଗଡ଼ ଇନର ହୁଇଲ କ୍ଲବର ଅଧିଷ୍ଠାନ ଦିବସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ରୋଟାରୀ କ୍ଲବର ସଭାଗୃହରେ ଇନର ହୁଇଲ କ୍ଲବର ଅଧିଷ୍ଠାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରରେ ମୁଖ୍ୟଅତିଥି ଭାବେ ନୟାଗଡ଼ ପୌରାଞ୍ଚଳର ପୋୖରାଧ୍ୟକ୍ଷା ନିରୁପମା ଖଟେଇ ଯୋଗ ଦେଇଥିବା ବେଳେ ଓ ସମ୍ମାନିତ ଅତିଥିଭାବେ DLSAର  ମୁଖ୍ୟ ଅଞ୍ଜଳି ମଛଖଣ୍ଡ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପଜ୍ୱଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ନିମନ୍ତ୍ରିତ ଅତିଥି ନିଜ ଅଭିଭାଷଣରେ କ୍ଲବର ସମସ୍ତ ସଦସ୍ୟାମାନଙ୍କୁ ବହୁ ଉପାଦେୟ କଥା କହିଥିଲେ। ଚଳିତ ବର୍ଷର ନୂତନ ସଭାପତି ରୁପେ ଦାୟିତ୍ଵ ଗ୍ରହଣ କରିଥିବା ସ୍ନିଗ୍ଧାରାଣୀ ପଟ୍ଟନାୟକ ଅଭିଭାଷଣ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଇନର ହୁଇଲ କ୍ଲବର କାର୍ଯ୍ୟକାରିତା ଚଳିତ ବର୍ଷ କିପରି ସଫଳତାର ଶୀର୍ଷରେ ପହଞ୍ଚି ପାରିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା…

Read More

ନୟାଗଡ ଜିଲ୍ଲାରୁ ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱର ସ୍ଥାନାନ୍ତର ପ୍ରତିବାଦ

ନୟାଗଡ଼, ନୟାଗଡ଼ ଦର୍ପଣ): ସରକାରଙ୍କଦ୍ୱାରା ଜାରି ନୋଟିଫିକେସନ ମୁତାବକ ନୟାଗଡ ଜିଲ୍ଲା ସଦରମହକୁମାରୁ ଜିଲ୍ଲା ସେଟଲମେଣ୍ଟ କମିଶନ କୋର୍ଟ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପ୍ରସଙ୍ଗ ସ୍ଥିର ହୋଇଥିବାବେଳେ ଚଞ୍ଚକତା ପୂର୍ବକ ଜିଲ୍ଲା ପ୍ରଶାସନ ଏହି ନୋଟିଫିକେସନକୁ ଲୁଚାଇ ରଖିବା କୌତୁହଳ ସୃଷ୍ଟି କରିଛି। ଏହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଓକିଲସଂଘ ଓ ଜିଲ୍ଲାର ଅନ୍ୟ ସମସ୍ତ ଓକିଲ ସଂଘ ଯଥା ଖଣ୍ଡପଡା ଓକିଲସଂଘ, ରଣପୁର ଓକିଲସଂଘ, ଦଶପଲ୍ଲା ଓକିଲ ସଂଘ, ଓଡଗାଁ ଓକିଲସଂଘ, ଭାପୁର ଓକିଲସଂଘ, ଜିଲ୍ଲାର ସମସ୍ତ ମୋହରି ସଂଘ ଏବଂ ନୟାଗଡ଼ ଜିଲ୍ଲାର ଜନସଧାରଣ ସର୍ବୋପରି ମୋକଦ୍ଦମାର ପକ୍ଷମାନେ ଏହାର ପ୍ରତିବାଦରେ ନୟାଗଡ଼  ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ନ୍ୟାୟଧୀଶଙ୍କ କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରାରେ ବାହାରି ନୟାଗଡ଼ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲାର ବିଭିନ୍ନ ଓକିଲସଂଘ  ତରଫରୁ ସରକାରଙ୍କୁ ଦାବୀ…

Read More

ଖଣ୍ଡପଡ଼ାରେ ସେବା ଉତ୍ସବ

ନୟାଗଡ଼, (ନୟାଗଡ଼ ଦର୍ପଣ): ବୁଧବାର ଖଣ୍ଡପଡା ବ୍ଲକରେ ନବମ ବାର୍ଷିକ ଜିଲ୍ଲା ବ୍ୟାପି ସେବା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସେବା ଉତ୍ସବ ସମିତି ଆନୁକୁଲ୍ୟରେ ଗୋଳାପୋଖରୀ, ମଣିକର୍ନିକା, ସାହସପୁର, କୁମ୍ଭାର ସାହି ଆଦି ସ୍ଥାନରେ ଗରିବ ଓ ଅସହାୟମାନଙ୍କୁ ବସ୍ତ୍ର, ଚପଲ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ସେବା କାର୍ଯ୍ୟକ୍ରମରେ ସେବା ସଦସ୍ୟ  ସୌମ୍ୟା ସ୍ଵୟଂ ପ୍ରଭା, ବର୍ଷା ପ୍ରିୟଦର୍ଶିନୀ, ସତ୍ୟ ନାରାୟଣ, ଆଶୁତୋଷ ସାହୁ, ଅଂଶୁମାନ ସେଠୀ, ଅବିନାଶ ସାହୁ, ରାଜେଶ ବାରିକ, ପ୍ରଶାନ୍ତ କୁମାର, ଦେବାଶିଷ ରାଉତ, ସିଲୁ ବରାଡ, ଅନୁସୂୟା ପ୍ରଧାନ, ଅଭିଲିପସା, ଆଦିତ୍ୟ…

Read More

ସୌମ୍ୟାଶ୍ରୀଙ୍କ ଏକାଦଶାହରେ ନିରବ ପାର୍ଥନା ଓ ଦୀପଦାନ କଲେ ନୟାଗଡ ଜିଲ୍ଲା କଂଗ୍ରେସ କର୍ମୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟରେ ବିଜେପି ଦଳ କ୍ଷମତାସୀନ ହେବାପରେ ନାରୀ ଦୁଷ୍କର୍ମ, ବାଳିକା ଅପହରଣ ଓ ଅତ୍ୟାଚାର ସମସ୍ତ ସୀମା ଅତିକ୍ରମ କରିଛି ଏବଂ ଏହି ଧାରା ଏବେବି ଜାରି ରହିଛି । କଂଗ୍ରେସ ଦଳ ସର୍ବଦା ନାରୀନ୍ୟାୟ ପାଇଁ ତା’ର ଉଦ୍ୟମ ଅବ୍ୟାହତ ରଖିଛି । ଏଥିପାଇଁ ସଂସଦରୁ ସଡ଼କ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରିଆସୁଅଛି । ସବୁଠାରୁ ସ୍ପର୍ଶକାତର ଏବଂ ନିନ୍ଦନୀୟ ଘଟଣା ହେଉଛି ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା । ନ୍ୟାୟ ପାଇବାରେ ବିଫଳ ହୋଇ ଶେଷରେ ଆତ୍ମହତ୍ୟା କରିବା ସରକାରଙ୍କର ସମସ୍ତ ବିଫଳତାକୁ ପଦାରେ ପକାଇଛି । ଏ ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ୨୪ତାରିଖ ଗୁରୁବାର ଦିନ ଦିବଂଗତ ଏଫଏମ କଲେଜ ଛାତ୍ରୀଙ୍କ ଏକାଦଶାହ ଦିନ ତାଙ୍କୁ ନ୍ୟାୟ ପ୍ରଦାନ…

Read More