ଭାପୁର,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଅଗ୍ରଣୀ ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ସମାଜ ସେବା ପାଇଁ ଏବେ ଅଣ୍ଟା ଭିଡ଼ିଛି। ଏହି କ୍ରମରେ ସମଗ୍ର ଜିଲ୍ଲାରେ ବସବାସ କରୁଥିବା ଶୈବ ସମ୍ପ୍ରଦାୟ ସମେତ ଜିଲ୍ଲାର ଜନ ସାଧାରଣଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ଧାର୍ମିକଚେତନା, ସାମାଜିକ ତଥା ଆର୍ଥିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଜିଲ୍ଲାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଆଜି ଭାପୁର ବ୍ଲକ ବଡ଼ସହରା ଗ୍ରାମର ଶୈବ ବିପ୍ରମାନେ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ପରିସର ସମେତ ଶ୍ମଶାନ ଭୂମିର ପରିସରକୁ ସଫେଇ କରିବା ସହିତ ବିଶୋଧନ କରିଛନ୍ତି।ଏଥି ସହିତ ଗାଁର ଅପରିତ୍ୟକ୍ତ ସ୍ଥାନ ଗୁଡିକର ସଫେଇ କାର୍ଯ୍ୟକରି ତାହାର ପୁନରୁଦ୍ଧାର କରିଛନ୍ତି। ଉତ୍କଳ ଶିଵଶକ୍ତି ମନ୍ଦିର ପୂଜକ ସଂଘ ନୟାଗଡ଼ ର…
Read More