ନୟାଗଡ଼ରୁ ୨୦୦୨ମସିହାରେ ରେକର୍ଡ଼ିଂ ହୋଇଥିବା “ଦୁନିଆଟା ବିଷ ଗଛ ଲୋ ସଜନୀ” ଗୀତଟିକୁ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ନୟାଗଡ଼ ଗୌରବ ଉପାଧିରେ ଭୂଷିତ ଗୀତିକାର ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଓଡ଼ିଶାର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ବିଭୁ କିଶୋର କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା।
ହରିଶ ପ୍ରଧାନଙ୍କ ଓଡିଆ ଭଜନ ‘ଦୁନିଆଟା ବିଷ ଗଛଲୋ ସଜନୀ’
