ନୟାଗଡ଼ରୁ ୨୦୦୩ ମସିହାରେ ରେକର୍ଡ଼ିଂ ହୋଇଥିବା “ଫେରିଆ ସାଥି” ଗୀତଟିକୁ ଗୀତିକଳ୍ପ ହରିଶ ପ୍ରଧାନ ରଚନା କରିଥିବା ବେଳେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଶିବ ରଥ କଣ୍ଠଦାନ କରିଛନ୍ତି ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିନୁ ସୁନା। May 23, 2021May 23, 2021 Jajati Post Views: 207