ନୟାଗଡ଼,(ନୟାଗଡ଼ ଦର୍ପଣ): ଭୁବନେଶ୍ୱରସ୍ଥିତ ଆଦିବାସୀ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସରଗିଫୁଲ -୨୦୨୨ ଅବସରରେ ଜୀବନ କୌଶଳ ନାଟକ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଳକ ଓସ୍ତିଆ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ “ବାଲ୍ୟ ବିବାହକୁ ନାଁ” ନାଟକ ମଞ୍ଚସ୍ଥ କରି ସମଗ୍ର ରାଜ୍ୟରେ ୩ୟ ସ୍ଥାନ ଅଧିକାର କରିଛନ୍ତି। ଅଭିନନ୍ଦନ ଜଣାଇଲେ ନୟାଗଡ଼ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ।
ସାରା ରାଜ୍ୟରେ ଓସ୍ତିଆ ଆଶ୍ରମ ବିଦ୍ୟାଳୟକୁ ସଫଳତା
