ଖଣ୍ଡପଡା: ଖଣ୍ଡପଡାରେ କାର୍ଯ୍ୟରତ ଏସଡ଼ିପିଓଙ୍କ ବଦଳି ପରେ ତାଙ୍କ ସ୍ଥାନରେ ନୂତନ ଏସଡିପିଓ ଭାବେ ଯୋଗ ଦେବାକୁ ଯାଉଛନ୍ତି ପ୍ରଭାତ କୁମାର ମଲ୍ଲିକ। ଶ୍ରୀଯୁକ୍ତ ମଲ୍ଲିକ ପୂର୍ବରୁ କଟକ ଜିଲ୍ଲା ବଡମ୍ବା ଥାନା ଅଧିକାରୀଭାବେ କାର୍ଯ୍ୟରତ ଥିଲେ। ବଡ଼ମ୍ବା ପୂର୍ବରୁ ମାଲକାନଗିରିରେ ନିଜର ବହୁବର୍ଷ ଅଭିଜ୍ଞତା ଭିତରେ ଅନେକ ଜାଗାରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଶ୍ରୀଯୁକ୍ତ ମଲ୍ଲିକ। ଖଣ୍ଡପଡା ଅଞ୍ଚଳରେ ଆଇନ ଶୃଙ୍ଖଳା ଅବ୍ୟାହତ ରହିବ ବୋଲି ସ୍ଥାନୀୟ ଜନସାଧାରଣ ଆଶାବାଦୀ ଅଛନ୍ତି।
ଖଣ୍ଡପଡାର ନୂତନ ଏସଡ଼ିପିଓ ଭାବେ ଯୋଗଦେବେ ପ୍ରଭାତ କୁମାର ମଲ୍ଲିକ
