୧୦୦ଟି ବେଡ଼ ଅଧିକ ସହ ନିର୍ମାଣ ହେବ ୬ ମହଲା କୋଠା June 5, 2021June 5, 2021 Jajati ୨୯ କୋଟି ବ୍ୟୟରେ ନୟାଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଆଉ ୧୦୦ଟି ବେଡ଼ ଅଧିକ ସହ ନିର୍ମାଣ ହେବ ୬ ମହଲା କୋଠା । ଏଠାରେ ଆଧୁନିକ ସୁବିଧା ରହିବ । ଆଜିଠାରୁ ଏହାର କାମର ଶୁଭାରମ୍ଭ କଲେ ମାନ୍ୟବର ମନ୍ତ୍ରୀ ଆରୁଣ ସାହୁ । Post Views: 125