ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ-୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଫଳାଫଳ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଆ ବକ୍ତୃତା (କନିଷ୍ଠ ବର୍ଗ)
ପ୍ରଥମ – ବିଶ୍ୱ ବିଜିତା ମହାନ୍ତି– ଶ୍ରୀ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ଼
ଦ୍ୱିତୀୟ – ଅଭୟ ପ୍ରଧାନ -ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, କୋରପିଠା, ଓଡ଼ଗାଁ
ତୃତୀୟ – ପ୍ରତୀକ୍ଷା ପ୍ରିୟଦର୍ଶିନୀ ଚମ୍ପତି- ନୂଆଗାଁ ଉଚ୍ଚ ବିଦ୍ୟାଳୟ

ଓଡ଼ିଆ ବକ୍ତୃତା (ବରିଷ୍ଠ ବର୍ଗ)
ପ୍ରଥମ – ମନିଷା ପତି– ବ୍ରଜେନ୍ଦ୍ର ଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, ରଣପୁର
ଦ୍ୱିତୀୟ – ଶ୍ରେୟା ମିଶ୍ର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦ୍ୱାରଗାଁ, ଦଶପଲ୍ଲା
ତୃତୀୟ – ପ୍ରିୟ ରଂଜନ ମିଶ୍ର – ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ, ନୟାଗଡ଼

ଓଡ଼ିଆ ପ୍ରବନ୍ଧ(କନିଷ୍ଠ ବର୍ଗ)
ପ୍ରଥମ – ବିଜୟଲକ୍ଷ୍ମୀ ପରିଡ଼ା– ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୂଆଗାଁ
ଦ୍ୱିତୀୟ – ଦିବ୍ୟାଶା ମହାନ୍ତି – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖଣ୍ଡପଡ଼ା
ତୃତୀୟ – ସ୍ମୃତି ପ୍ରଜ୍ଞା ସାହୁ – ଏନ.ଏ.ସି. ଉଚ୍ଚ ବିଦ୍ୟାଳୟ, ନୟାଗଡ଼

ଓଡ଼ିଆ ପ୍ରବନ୍ଧ(ବରିଷ୍ଠ ବର୍ଗ )
ପ୍ରଥମ – ଶୋହନ କୁମାର ସ୍ୱାଇଁ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦ୍ୱାରଗାଁ, ଦଶପଲ୍ଲା
ଦ୍ୱିତୀୟ – ଇପ୍‌ସିତା ପଣ୍ଡା – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଖଣ୍ଡପଡ଼ା
ତୃତୀୟ – ଶୁଭଶ୍ରୀ ଦଳେଇ –ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରତାପପ୍ରସାଦ, ନୟାଗଡ଼

କବିତା ଆବୃତି( କନିଷ୍ଠ ବର୍ଗ )
ପ୍ରଥମ – ଶୁଭଶ୍ରୀ ପ୍ରିୟଦର୍ଶିନୀ ସାହୁ– ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଫତେଗଡ଼, ଭାପୁର
ଦ୍ୱିତୀୟ – ନିଲମ୍ ସ୍ୱୟଂଶ୍ରୀ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆଖୁପଦର, ଓଡ଼ଗାଁ
ତୃତୀୟ – ମୋନାଲିସା ମନ୍ତ୍ରୀ – ଡି.ଏ.ଭି. ପବ୍ଲିକ ସ୍କୁଲ, ନୟାଗଡ଼

କବିତା ଆବୃତି ( ବରିଷ୍ଠ ବର୍ଗ )
ପ୍ରଥମ – ଆୟୁଷ୍ମାନ ପଣ୍ଡା – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୋତର, ନୟାଗଡ଼
ଦ୍ୱିତୀୟ – ପ୍ରିୟବ୍ରତ ତ୍ରିପାଠୀ – ବାଲୁଙ୍କେଶ୍ୱରଦେବ ସରକାରୀ ଉଚ୍ଚ ବିଦ୍ୟାଳୟ, ଭାପୁର
ତୃତୀୟ – ସୁଚିତ୍ରା ଦାଶ – କେ.ସି. ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣିଆ

ସାଧାରଣ ଜ୍ଞାନ (କନିଷ୍ଠବର୍ଗ)
ପ୍ରଥମ – ଅଂଶୁମାନ ଦାଶ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଦ୍ୱାରଗାଁ, ଦଶପଲ୍ଲା
ଦ୍ୱିତୀୟ – ସାଇ ଆଦିତ୍ୟ ନାରାୟଣ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଡ଼ଗାଁ
ତୃତୀୟ – ସ୍ନେହାଶିଷ ଦାଶ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଫତେଗଡ଼

ସାଧାରଣ ଜ୍ଞାନ (ବରିଷ୍ଠବର୍ଗ)
ପ୍ରଥମ – ସ୍ୱପ୍ନଜିତ୍ ମହାପାତ୍ର – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆଖୁପଦର, ଓଡ଼ଗାଁ
ଦ୍ୱିତୀୟ – କୌସ୍ତୁଭ ଚନ୍ଦ୍ର ଶେଖର-ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ବଳରାମପୁର, ରଣପୁର
ତୃତୀୟ – ରିଜାଲିନ ଲେଙ୍କା – ନାରାୟଣୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଇଟାମାଟି

Related posts