ନୟାଗଡ଼ ବିଦ୍ୟୁତ ଡିଭିଜନରେ ଉତ୍କଟ କର୍ମଚାରୀ ଅଭାବ

୨ ଲକ୍ଷ ୧୭ ହଜାର ଉପଭୋକ୍ତା ପ୍ରଭାବିତ ହେବା ଆଶଙ୍କା ୨୩ ଲାଇନମ୍ୟାନଙ୍କ ଛଟେଇ ଉଦ୍ୟମକୁ ବିରୋଧ, ହାଇକୋର୍ଟ ଯିବାକୁ ରଣଜିତ ଦାଶଙ୍କ ଚେତାବନୀ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଦ୍ୟୁତ ଡିଭିଜନରେ ଉତ୍କଟ କର୍ମଚାରୀ ଅଭାବକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଟିପିସିଓଡିଏଲ୍‌ (TPCODL) ଅଧୀନରେ ଥିବା ଏହି ଡିଭିଜନରେ ଆବଶ୍ୟକ କର୍ମଚାରୀ ନଥିବାରୁ ବିଦ୍ୟୁତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଓ ଉପଭୋକ୍ତାଙ୍କୁ ଉନ୍ନତ ସେବା ଯୋଗାଣ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ କାର୍ଯ୍ୟରତ ୨୩ ଜଣ ଲାଇନମ୍ୟାନଙ୍କୁ ହଟାଇବା ଉଦ୍ୟମକୁ ବିରୋଧ କରିଛନ୍ତି ନୟାଗଡ଼ ବାର୍‌ ଆସୋସିଏସନ୍‌ର ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଆସନ୍ତା ସାତ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଜନସ୍ୱାର୍ଥରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ଶକ୍ତି ବିଭାଗର…

Read More