ଯୁବ ଦିବସ ଓ ପରାକ୍ରମ ଦିବସ ଉଦେଶ୍ୟରେ ଏକାଠି ହେଲେ ଛାତ୍ରଛାତ୍ରୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ନଗର ଛାତ୍ର ସମ୍ମିଳନୀ ସ୍ଥାନୀୟ ରାଜବାଟି କଲ୍ୟାଣ ମଣ୍ଡପ ଠାରେ ଅୟୋଜିତ ହୋଇଯାଇଛି। ସ୍ଵାମୀ ବିବେକାନନ୍ଦଙ୍କ ୧୬୪ ତମ  ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ତଥା ପରାକ୍ରମ ଦିବସ ଦେଶ ବ୍ୟାପି ଏବିଭିପି ଏକ ସପ୍ତାହ ପାଇଁ ପାଳନ କରୁଛି। ଏହି ଅବସରରେ ନୟାଗଡ଼ ନଗର ମଧ୍ୟ ଯୁବ ଦିବସ ଓ ପରାକ୍ରମ ଦିବସ ପାଳନ ସହ ନଗରର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ  ବିଶ୍ଵଜିତ ପାତ୍ର  ଯୋଗ ଦେଇଥିଲେ ଓ ଏବିଭିପିର  ଲକ୍ଷ୍ୟ ଆଦର୍ଶ ଓ ସ୍ଵାମୀ ବିବେକାନନ୍ଦଙ୍କ ଓ ନେତାଜୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ।  ଜିଲ୍ଲା ସଂଯୋଜକ ଶ୍ରୀ…

Read More

ଦ୍ଵିତୀୟ ଦିନରେ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ -୨୦୨୬: ୨-୧ ଗୋଲରେ କେରଳ ବିଜୟୀ

ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ ଖେଳ ପଡ଼ିଆରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ନୟାଗଡ କପ-୨୦୨୬ର ଦ୍ବିତୀୟ  ଦିବସରେ କେରଳ ୨-୧ ଗୋଲରେ ଗଣ୍ଡରପୁର ଭୁବନେଶ୍ୱର ଠାରୁ ବିଜୟୀ ହୋଇଛି। ଆଜିର ଏହି ଚିତ୍ତାକର୍ଷକ ଖେଳରେ କେରଳର ୧୦ ନଂ ଜର୍ଷିରେ ଖେଳୁଥିବା ଆଧିଥୀ କ୍ରିଷ୍ଣା ମ୍ୟାନ ଅଫ ମ୍ୟାଚ୍ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ। ସେହିଭଳି କେରଳର ୬୭ ନଂ ଜର୍ଷିରେ ଖେଳୁଥିବା ମୁବାର୍ଲ୍ସ ବେଷ୍ଟ ସ୍କୋରର ହୋଇଛନ୍ତି। ୭୮୬ କ୍ଲବ ସିନ୍ଦୁରିଆ, ମର୍ଣିଂ କ୍ଳବ୍, ଜିଲ୍ଲା ଆଥଲେଟିକ ଆସୋସିଏସନ୍ ନୟାଗଡ, ନୟାଗଡ କ୍ଳବର ମିଳିତ ସହଯୋଗରେ ଆଜିର ଏହି ଉଦ୍ଘାଟନୀ ମ୍ୟାଚରେ ଅତିଥିଭାବେ ରଣପୁର ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, କ୍ରୀଡାବିତ୍ ରାଜା ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବିଭୂତି ଭୂଷଣ ସାହୁ ଡିଆଇବି ଡିଏସପି ଡ ଦୀନେଶ ଚନ୍ଦ୍ର ନାୟକ ଯୋଗଦେଇ ଖେଳାଳୀମାନଙ୍କ…

Read More