ଶରଣକୁଳ,(୧୫/୦୯): ଶରଣକୁଳ ମା’ ଝାଡ଼େଶ୍ୱରୀଙ୍କ ପୀଠରେ ଇଣ୍ଡିଆନ ମିୟୁଜିକ କ୍ରିଏସନ ପକ୍ଷରୁ ଭଜନ ‘ନୀଳାଚଳ ନାଥ’ ଲୋକାର୍ପିତ ହୋଇଯାଇଛି । ଏହି ଗୀତଟିରେ ଆଦ୍ୟା ଆଲିସା ଦାଶ କଣ୍ଠଦାନ କରିଥିବା ବେଳେ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ସ୍ୱର ସଂଯୋଜନା କରିଛନ୍ତି । ଅଶୋକ କୁମାର ସାହୁ ସଂଗୀତ ପରିଚାଳକା କରିଥିବା ବେଳେ ଗୀତ ରଚନା କରିଛନ୍ତି ବିରଞ୍ଚୀ ନାରାୟଣ ତ୍ରିପାଠୀ । ଏହି ଲୋକାର୍ପଣ ଉତ୍ସବରେ ବରିଷ୍ଠ ଶିକ୍ଷାବିତ ତଥା ସଂସ୍କୃତି ପ୍ରେମୀ କିଶୋର ଚନ୍ଦ୍ର କର, ଗୀତିକାର ନଳିନୀ ଦାଶ, ସୁବାଷ ନାୟକ, କଣ୍ଠଶିଳ୍ପୀ ରବିନ୍ଦ୍ର କୁମାର ତ୍ରିପାଠୀଙ୍କ ସମେତ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ ଓ କଣ୍ଠଶିଳ୍ପୀ ଆଦ୍ୟା ଆଲିସା ଦାଶ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାର ଏହି ଉଦୀୟମାନ କଣ୍ଠଶିଳ୍ପୀଙ୍କର କଣ୍ଠର ଯାଦୁ ଶ୍ରୋତା ମାନଙ୍କ ହୃଦୟକୁ…
Read More