ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ମୁଖ୍ୟଚିକିତ୍ସାଳୟ ଦେଵଦୂତ ସେବା ପରିଷଦ ତରଫରୁ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟଫାଟକ ଠାରେ ନୟାଗଡ଼ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଦେବଦୂତ ସେବା ପରିଷଦ ତରଫରୁ ସ୍ଵେଚ୍ଛାସେବିମାନଙ୍କୁ ନେଇ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଯେଉଁମାନେ ମେଡିକାଲ ଆସୁଥିଲେ ସେ ରୋଗି ହୁଅନ୍ତୁ କି ତାଙ୍କ ସମ୍ପକିୟ ହୁଅନ୍ତୁ ସମସ୍ତକୁ ସ୍ଵେଚ୍ଛାସେବିମାନଙ୍କ ସହାୟତାରେ ପଣା ବଣ୍ଟନ କରାଯାଇଥିଲା । ଡହ ଡହ ଖରା ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା ବେଳେ ଏପରି ପଣା ପିଇବାକୁ ମିଳିଥିବାରୁ ଜନ ସାଧାରଣ ବେଶ ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା । ଦେଵଦୂତ ସେବା ପରିଷଦର ମୁଖ୍ୟ ଉମାକାନ୍ତ ମହାପାତ୍ର, ସମ୍ପାଦକ ପ୍ରଭୁଦତ୍ତ ପ୍ରଧାନଙ୍କ ସମେତ ଫାର୍ମାସିଷ୍ଟ ପ୍ରସିତ ପଟ୍ଟନାୟକ, ସମାଜସେବୀ ପବିତ୍ର…
Read More