ମହାଶିବରାତ୍ରୀ ଉପଲକ୍ଷେ ଏବିଭିପି ନୟାଗଡ଼ ନଗର ତରଫରୁ ସେବା କାର୍ଯ୍ୟ

ନୟାଗଡ଼, (ନୟାଗଡ଼ ଦର୍ପଣ): ପବିତ୍ର ମହାଶିବରାତ୍ରି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ ର ସେବାର୍ଥେ ବିଦ୍ୟାର୍ଥୀ  ତରଫରୁ ସ୍ଥାନୀୟ ନାରାୟଣୀ ମନ୍ଦିର ର ପ୍ରାଙ୍ଗଣ ରେ ପାନୀୟ ଜଳ, ଦହିପଣା ବଣ୍ଟନ ଏବଂ ପରିବେଶ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।  ଏଠାରେ ବିଦ୍ୟାର୍ଥୀ ମାନେ ଏହି ପବିତ୍ର ଦିବସରେ ସମାଜର ମଙ୍ଗଳ ତଥା ସେବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଅଛନ୍ତି। ଏହି କାର୍ଯ୍ୟକ୍ରମରେ ଏ.ବି.ଭି.ପି ନୟାଗଡ଼ ଜିଲ୍ଲା ସଂଯୋଜକ ସୌମ୍ୟରଞ୍ଜନ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶତପଥି, ନୟାଗଡ଼ ନଗର ସମ୍ପାଦକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ସହ ସମ୍ପାଦକ ସୋହନ ରାଉତ, ଲକ୍ଷ୍ମୀଧର ପାଣିଗ୍ରାହୀ,   ନଗର ଖେଳ ଭାରତ ସଂଯୋଜକ ଗଗନ ନାୟକ ଏବଂ ଅନ୍ୟାନ୍ୟ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ସାଇ ଅମ୍ରିତ, ଲିପୁ ସେଠି, ସତ୍ୟ ଦୋରା, ଗଙ୍ଗାଧର ଦାଶ,…

Read More

ଶିବରାତ୍ରିରେ ଜୁନିଅର୍ ରେଡକ୍ରସ୍ ପକ୍ଷରୁ ପ୍ରାଥମିକ ଉପଚାର ସେବା ଏବଂ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଶରଣକୁଳ ଲଡୁବାବା ଶୈବପୀଠରେ ଶିବରାତ୍ରି ଉପଲକ୍ଷେ ଜୁନିଅର୍ ରେଡକ୍ରସ୍ ତରଫରୁ ପ୍ରାଥମିକ ଉପଚାର ସେବା ଏବଂ ଦହିପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନାରାୟଣ ହାଇସ୍କୁଲ ଶରଣକୁଳ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନୟାଗଡ଼ର ମିଳିତ ଆନୁକୁଲ୍ୟରେ ଏହା ଆୟୋଜିତ ହୋଇଥିଲା। ନାରାୟଣ ହାଇସ୍କୁଲର କାଉନସେଲର୍ ଦାମୋଦର ସାହୁ ଏବଂ ସମସ୍ତ ଜୁନିଅର୍ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ଦାୟିତ୍ଵ ନିର୍ବାହ କରିଥିଲେ। ଡି.ପି.ଇ.ଓ. ଅନିଲ କୁମାର ଦାଶ, ଜେ.ଆର.ସି.ଓ ଘନଶ୍ୟାମ ରାଉତ ଏବଂ ପ୍ରଦ୍ୟୁମ୍ନ ନନ୍ଦ, ମାନସ ସାହୁ ଏବଂ ଅନ୍ୟାନ୍ୟ କାଉନସେଲରମାନଙ୍କ ସମୂର୍ଣ୍ଣ ସହଯୋଗରେ ଏହି ପ୍ରାଥମିକ ଉପଚାର ଏବଂ ଦହିପଣlବଣ୍ଟନ କାର୍ଯକ୍ରମ ସୁପରିଚଳିତ ହୋଇଥିଲା। ଏଥିରେ ଦେବରାଜ ସ୍ୱାଇଁ, ପରମାନନ୍ଦ ଦଳାଇ, ଗୋସ୍ୱାମୀ ଦାସ, ନିରଞ୍ଜନ ପ୍ରଧାନ, ରଞ୍ଜନ ନାୟକ ଏବଂ ଭଗବାନ ସାହୁ ଆଦି ଜୁନିଅର୍ ରେଡକ୍ରସ ସଦସ୍ୟମାନେ…

Read More