ନୟାଗଡ଼ କେ.ସି କ୍ଲବର ଶତବାର୍ଷିକ ଉତ୍ସବ-୨୦୨୬ ଉଦଘାଟିତ

ନୟଗଡ, (ନୟାଗଡ଼ ଦର୍ପଣ): ପାଞ୍ଚ ଦିନ ବ୍ୟାପି ମହାସମାରୋହରେ ପାଳିତ ହେବାକୁ ଥିବା ଜିଲ୍ଲାର ସର୍ବ ପୁରାତନ କେ.ସି କ୍ଲବର ଶତବାର୍ଷିକ ଉତ୍ସବ ସୋମବାର  ଉଦଘାଟିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡା ଏବଂ ଯୁବସେବା, ଓଡିଆ,ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କେ.ସି କ୍ଲବର ଗାରିମାମୟ ଇତିହାସର ଉଚ୍ଚ ପ୍ରଶଂସା କରିବା ସହ କ୍ଲବର ଉନ୍ନତି ପାଇଁ ତାଙ୍କ ଦ୍ଵାର ସର୍ବଦା ଉନ୍ମୁକ୍ତ ବୋଲି ପ୍ରକାଶ କରିଥଲ। ଏଥିରେ ମୁଖ୍ୟବକ୍ତା ଭାବେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରି ସିଂ, ସମ୍ମାନିତ ଅତିଥିଭାବେ ଖଣ୍ଡପଡ଼ାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବର୍ଷୀୟାନ ସଭ୍ୟ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସାଧାରଣ ଜନଜୀବନରେ କ୍ଲବର ସଂପୃକ୍ତିର ଅବତାରଣା କରିଥିଲ। କ୍ଲବର…

Read More