ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ, ପାଞ୍ଚୋଟି ପର୍ଯ୍ୟାୟରେ ହେବ ଭୋଟ

ନୟାଗଡ଼,(ନୟାଗଡ଼ ଦର୍ପଣ): ଶେଷରେ ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତା ଫେବୃୟାରୀ 16 ତାରିଖରେ ଆରମ୍ଭ ହେବ ଭୋଟିଂ। ଏହା ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହାଣ। ଏହାପରେ 18 ଫେବୃୟାରୀ 20 ଫେବୃୟାରୀ 22 ଫେବୃୟାରୀ  ଏବଂ ଶେଷରେ 24 ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ। ଭୋଟ ଗଣତି ମଧ୍ୟ ତିନୋଟି ପର୍ଯ୍ୟାୟରେ କରାଯିବ। ସେଗୁଡିକ ହେଲା ଫେବୃୟାରୀ 26, 27, 28 ତାରିଖ।

Related posts