ଚେସ୍ ଖେଳାଳିଙ୍କ ପାଇଁ ବଡ଼ ସୁଯୋଗ

ନୟାଗଡ଼ କେ.ସି. କ୍ଲବ ପରିସରରେ ଆସନ୍ତା ଅକ୍ଟୋବର ୨, ୩ ଓ ୪ ତାରିଖ, ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ଅଲ୍ ଓଡ଼ିଶା ଓପନ୍ ସ୍କୁଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ। ଜିଲ୍ଲା ଚେସ୍ ଆସୋସିଏସନ୍, କେ.ସି. କ୍ଲବ ଓ ଓଡ଼ିଶା ଚେସ୍ ଆସୋସିଏସନ୍ର ମିଳିତ ସହଯୋଗରେ ଏହି ଚେସ୍ ପ୍ରତିଯୋଗିତା ଆୟୋଜିତ ହେବ।
୧୭ ବର୍ଷରୁ କମ୍ ବର୍ଗର ସ୍କୁଲ୍ ପିଲାମାନଙ୍କ ପାଇଁ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି।
୬୦ଟି ଟ୍ରଫି, ୧ ଲକ୍ଷ ଟଙ୍କାର ଅର୍ଥରାଶି। ସମଗ୍ର ଓଡ଼ିଶାର ୧୭ ବର୍ଷରୁ କମ୍ ବୟସର ସ୍କୁଲ୍ ସ୍ତରୀୟ ଚେସ୍ ଖେଳାଳିମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ। ଚେସ୍ ପ୍ରତିଭାକୁ ପ୍ରମାଣ କରିବାର ସୁଯୋଗ ହାତଛଡ଼ା କରନ୍ତୁ ନାହିଁ। ଭାଗ ନେବା ପାଇଁ ସବିଶେଷ ସୂଚନା ଦିଆଯାଇଛି… ଦେଖି ନିଅନ୍ତୁ।

Related posts