ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ରଣପୁର,(ନୟାଗଡ଼ ଦର୍ପଣ):  ରଣପୁର ବ୍ଲକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଷିକେଶ ପାତ୍ର ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଶାନ୍ତି ପାତ୍ରଙ୍କ କନିଷ୍ଠ ପୁତ୍ର ଆୟୁଷ୍ମାନ ସାଇ ରମଣ ପାତ୍ର ଚଳିତ ବର୍ଷ UPSC ପରୀକ୍ଷାରେ ୨୮୫ ରା଼ଙ୍କ ହାସଲ କରି ଗାଁ, ବ୍ଲକ ଓ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଗୋପାଳପୁର ସ୍ଥିତ ତାଙ୍କ ବାସଗୃହରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲା। ଏହି ଅବସରରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଶ୍ୱଜିତ ଦାଶ, ସମ୍ପାଦକ ଅଶୋକ କୁମାର ବେହେରା, ମହେନ୍ଦ୍ର ସୁବୁଦ୍ଧି, ମିଡ଼ିଆ କୋର୍ଡିନେଟର ସୁଶୀଲ କୁମାର ରଣା ଓ ଶିକ୍ଷାବିତ…

Read More