ସୁଷମ ଖାଦ୍ୟ ମଣିଷର ଜୀବନ ବଦଳାଇପାରେ

ସକାଳ ୫ଟା ପୂର୍ବରୁ ଉଠନ୍ତୁ । ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ (ପାଣି ପିଇବାର ଅଧ ଘଣ୍ଟା ଆଗରୁ କିଛି ଖାନ୍ତୁ ନାହିଁ ଓ ଅଧଘଣ୍ଟା ପରେ ଯାହା ଖାନ୍ତୁ) । ସକାଳ ଜଳଖିଆ ୮୦ ପରସେଣ୍ଟ ପେଟ ଭରି ଖାନ୍ତୁ । ମଧ୍ୟାହ୍ନ ଭୋଜନରେ ୭୦ ପରସେଣ୍ଟ ପେଟ ଭରି ଖାନ୍ତୁ । ରାତ୍ରୀ ଭୋଜନରେ ଅଧା ପେଟ ଖାନ୍ତୁ । ସକାଳେ, ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧା ଲିଟର ଲେଖା ପାଣିପିଅନ୍ତୁ । ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ । ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ । ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ରାତିରେ ଶୋଇବା ସମୟରେ ପ୍ରଥମେ…

Read More